ommm
Daily Archives

ବିନା ହାଣ୍ଡିଆ ମଦରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ

ମୟୁରଭଞ୍ଜ, (କେପିଏନ୍‌ଏସ୍‌) : ଆଦିବାସୀ ସାନ୍ତାଳ ସମାଜରେ ହାଣ୍ଡିଆ, ମଦ ପରି ନିଶାଦ୍ରବ୍ୟକୁ ଯୁଗ ଯୁଗରୁ ରୁଢି ପ୍ରଥା ଏବଂ ପରମ୍ପରା ନାମରେ ସମାଜର ସମସ୍ତ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ତେବେ ସମାଜର ଯେ କୌଣସି ପବିତ୍ର ସାମାଜିକ କାର୍ଯ୍ୟରେ ମଦ, ହାଣ୍ଡିଆର ବ୍ୟବହାର
Read More...

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା କଂଗ୍ରେସ ମୟୁରଭଞ୍ଜ ପୂର୍ବ ତରଫରୁ ଏକ ଦାବିପତ୍ର ପ୍ରଦାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଭିଯୋଗର ଆଭିପ୍ରାୟ ଏହିକି ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ୨୦୦୮ ମସିହା ଠାରୁ ଆୟୁର୍ବେଦିକ କଲେଜ ବନ୍ଦ ହୋଇପଡିରହିଛି । ବହୁବାର ଜିଲ୍ଲାବାସୀ ଉକ୍ତ ଅନୁଷ୍ଠାନକୁ ଖୋଲିବା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କଲେଜ ଖୋଲିବା
Read More...

ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ

ବରଗଡ, (କେପିଏନ୍‌ଏସ୍‌) : ସୋମବାର ଦିନ ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ଏ. ବି. ଇ.ଓ. ଜୟକୁମାର ସାହୁ । ଶ୍ରୀ ସାହୁ ପୂର୍ବରୁ ପଦ୍ମପୁରରେ ଏ.ବି.ଇ.ଓ ସିୟୁ ଏମ୍‌.ବିଆର.ସିସି ପଦବୀ ଖୁବ ସୁନ୍ଦର ତଥା ଉଚ୍ଚକୋଟିର ଭାବରେ ନିଜର ଦାୟିତ୍ୱ ତୁଲାଇ ଥିଲେ । ସେ ଜଣେ
Read More...

ଭରସୁଜାରେ ପହଲଗାମ ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଭରସୁଜା

ଆଗଲପୁର, (କେପିଏନ୍‌ଏସ୍‌) : ଭରସୁଜା ସ୍ଥିତ ଛେଲିଆପାଟ ସେବା ସଂଗଠନ ଓ ଗ୍ରାମବାସୀଙ୍କ ଦ୍ୱାରା ଗତ ୨୨ ତାରିଖ ଦିନ କାଶ୍ମୀରର ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅମାନବୀୟ ଗୁଳିକାଣ୍ଡର ତୀବ୍ର ନିନ୍ଦା କରାଯାଇ ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ
Read More...

ମଧୁସୂଦନ ପାଠାଗାରରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

କୁଳବୁଦ୍ଧ ଥିଲେ ସମବାୟ ଆନ୍ଦୋଳନର ପୁରୋଧା ଓ ସ୍ୱାଭିମାନର ସୂର୍ଯ୍ୟ : ଶ୍ରୀ ରାଉତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଓ ଛେଣ୍ଡ ୱଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଠାଗାର ପରିସରରେ
Read More...

ଭବାନୀପାଟଣାରେ ପର୍ଶୁରାମ ଜୟନ୍ତୀ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସନାତନ ସଂସ୍କୃତିର ଇତିହାସକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଜଗତର କଲ୍ୟାଣ ବ୍ରାହ୍ମଣର ଏକମାତ୍ର ଲକ୍ଷ୍ୟ । ଦେଶର ସ୍ଵାଧୀନତା ସଂଗ୍ରାମରେ ବ୍ରାହ୍ମଣ ମାନଙ୍କ ତ୍ୟାଗର ଅନେକ ଦୃଷ୍ଟାନ୍ତ ରହିଛି । ଆଧୁନିକ ଭାରତ ନିର୍ମାଣରେ ବ୍ରାହ୍ମଣଙ୍କ ଯୋଗଦାନ
Read More...

ମିଳିତ ମଞ୍ଚ ତରଫରୁ କନଭେନସନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମେ ୨୦ ତାରିଖ ଶ୍ରମ ସଂଗଠନ ମାନଙ୍କ ତରଫରୁ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଧର୍ମଘଟ ପରୀପ୍ରେକ୍ଷୀରେ ଆଜି ଅପରାହ୍ନ ୪ଟାରୁ ୬ ଘଟିକା ପର୍ଯ୍ୟନ୍ତ ବିଶ୍ରାଛକ ଠାରେ ମିଳିତ ମଞ୍ଚ ତରଫରୁ ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ
Read More...

ବାସନ୍ତୀ ପାଠାଗାରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣାଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର
Read More...

ରକ୍ଷଣା ବେକ୍ଷଣା ଅଭାବରୁ ନାଗଫେଣା ଗାଁର ଝରନ୍ ବାହାଲ ଝରଣା ପରିତ୍ୟକ୍ତ ଅବହେଳିତ ଚିରସ୍ରୋତା କୁଣ୍ଡର ପୁନରୁଦ୍ଧାର…

ତିନି ଠାକୁରଙ୍କ ପ୍ରତିଚିହ୍ନ ଦଣ୍ଡାୟମାନ ପର୍ଯ୍ୟଟନ ସ୍ଥଳୀମାନ୍ୟତା ପାଈଁ ଦାବୀ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରେ ଅନେକ ଗୁଡ଼ିଏ ଏତିହାସିକ ପ୍ରସିଦ୍ଧ ପୀଠ ଦେଖିବାକୁ ମିଳେ, ସରକାରଙ୍କ ଅଣଦେଖା ହେଉ କି ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ହେଉ ଯୋଉଥିପାଇଁ ଅନେକ ତୀର୍ଥ,
Read More...

ହୋଟେଲ ରୁମ୍‌ରୁ ତଳକୁ ଡେଇଁଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ହୋଟେଲ ରୁମ୍‌ରେ ନିଶାସେବନ ପରେ ହୋଟେଲ ରୁମ୍‌ରୁ ତଳକୁ ଡେଇଁଲେ ଯୁବକ । ଯୁବକଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବା ବେଳେ ଗୁରୁତର ଆଘାତ ଲାଗିଛି । ସଂପୃକ୍ତ ଯୁବକ ଜଣଙ୍କ ହେଲେ ରାଜେଶ ଦୀପ । ତାଙ୍କ ଘର ବଲାଙ୍ଗିର
Read More...