Daily Archives

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ମଧୁବାବୁ ଥିଲେ କୋଟିଏରେ ଗୋଟିଏ ଏବଂ ବିରଳ ବ୍ୟକ୍ତିତ୍ୱ ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖା ପକ୍ଷରୁ ସ୍ୱାଭିମାନ ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସଭାପତି ଡ଼ଃ ଶ୍ୱାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।
Read More...

୪୨ କେଜି ଗଂଜେଇ ଜବତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ପୋଲିସକୁ ମିଳିଲା ବଡ଼ ସଫଳତା । ୪୨କେଜି ଗଂଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବାସୁଦେବ ବିଡ଼ିକା (୩୫), ଅଜୟ କାଡ୍ରାକା (୨୫), କିଙ୍ଗପିନ ତୁଷାର ଦୀପକ ଉଘାଡେ (୩୯) ଓ ରୋହିତ ବିଡ଼ିକା (୧୭) ବୋଲି ଜଣା
Read More...

ଟଙ୍କପାଣି ପଞ୍ଚାୟତରେ ଜମି ଉନ୍ନତି କାର୍ଯ୍ୟର ଟଙ୍କା ହେରଫେର :
ଧାରଣାରେ ବସିଲେ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥିକ ସ୍ତରରେ ଉନ୍ନତି ଆଣିବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି । ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ
Read More...

ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଇଂରାଜୀ ପ୍ରଶାସକଙ୍କ ଠାରୁ ମୁକ୍ତ ହୋଇପାରିଲେ ଗଜପତି ଓ ମଧୁବାବୁଙ୍କ ପ୍ରତି ଉଚିତ୍‌…

ବ୍ରହ୍ମପୁର, (କେପିଏନ୍‌ଏନ୍‌) : ଉକଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀନଗର ଛକଠାରେ ଥିବା ପୂଣ୍ୟାତ୍ମା ମଧୁପ୍ରେମୀ ସ୍ୱର୍ଗତ ସୁରସିଂ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆୟୋଜିତ ସଭାରେ ବକ୍ତାମାନେ ଉଦବୋଧନ ଦେଇ
Read More...

ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ : ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ…

ଭୁବନେଶ୍ୱର : ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ । ଏହି ଅବସରରେ ବିଜେଡି ଦଳ ତରଫରୁ ମଧୂବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି ଅବସରରେ ବିଜେଡି ନେତା କହିଛନ୍ତି ଯେ, ମଧୁବାବୁ ହେଉଛନ୍ତି ଉତ୍କଳ ପ୍ରଦେଶ ଗଠନର ମହାନ
Read More...

ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍ : ନିଟ୍‌ ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର

ବଲାଙ୍ଗିର : ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣିଥରେ ଓଡ଼ିଆ ପୁଅ ପ୍ରଥମସ୍ଥାନ ଅକ୍ତିଆର କରିଛନ୍ତି । ଏଥର ସର୍ବଭାରତୀୟ ନିଟ୍‌ ଏସ୍‌ଏସ୍‌ (ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍‌ସ ପରୀକ୍ଷା-୨୦୨୫)ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟଶ ଜୈନ ପ୍ରଥମ ର‍୍ୟାଙ୍କ ହାସଲ କରିଛନ୍ତି ।
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ
Read More...

ବସ୍‌ ଓଲଟି ଜଣେ ମୃତ : ୫ରୁ ଅଧିକ ଗୁରୁତର

ସୁନ୍ଦରଗଡ଼ : କୋଇଲା ଖଣିକୁ ଶ୍ରମିକ ନେଇ ଯାଉଥିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଝାରସୁଗୁଡା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା
Read More...

କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ : ଜଣେ ମୃତ

ଆଠମଲ୍ଲିକ : କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ କିଶୋନନଗର ଥାନା ସୁଶବ ଢାବା ନିକଟରେ ଦୁର୍ଘଟଣା । ଏକ କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି
Read More...

ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ୍) ପକ୍ଷରୁ ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍
Read More...