Daily Archives

ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ ଉଦ୍‌ଯାପିତ

ମନଷ୍ଟାର ଚମ୍ପିୟାନ ଓ ଡେଞ୍ଜର ଇଲେଭନ ରନର୍ସଅପ ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରର ଜେ ଏ ସ୍ପୋର୍ଟସ କ୍ଲବ୍ ତରଫରୁ ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ହମିରପୁର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ ଏହି କ୍ରିକେଟ୍ ପ୍ରତିଯୋଗିତା
Read More...

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଅନୁଷ୍ଠାନ ହେଉଛି ରାଉରକେଲାର ଏକ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ । ସହରର ଜଣେ ପ୍ରତିଷ୍ଠିତ ମହିୟସୀ ମହିଳା ସ୍ୱର୍ଗତା କୁମାରୀ ମାତଞ୍ଜଳୀ ଦେବୀଙ୍କ ସ୍ମୃତିରେ ଗଢି ଉଠିଥିବା ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ, ଧାର୍ମିକ ଓ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଦିବସରେ ଯୋଗ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଦିବସରେ ଯୋଗ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଅଡିଟୋରିୟମ ଠାରେ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ
Read More...

ଭଦ୍ରକ ମେଡିକାଲରେ ଅଘଟଣ

ଭଦ୍ରକ : ଭଦ୍ରକ ମେଡିକାଲରେ ଅଘଟଣ । ଲିଫ୍ଟରେ ଫସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା ବୋଲି ଜଣାପଡିଛି । ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁର ମୀନତି ପରିଡ଼ା
Read More...

କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ : ଢେଙ୍କାନାଳରେ ଏନକାଉଣ୍ଟର୍‌ । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁର ଠାରେ ଏନକାଉଣ୍ଟର କରିଛି ପୋଲିସ । ହୁଣ୍ଡର ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ହୁଣ୍ଡକୁ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା
Read More...

ଛେଳିଆମାଲ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ସମାବେଶ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ଛେଳିଆମାଲ ଲିଙ୍ଗରାଜ ମନ୍ଦିର ପରିସରରେ ଉତ୍କଳ ଯୁବ ପରିଷଦ ଓ ସାମାଜିକ ଅନୁଷ୍ଠାନ ଶିଶୁପଲ ଗଡ ଭୁବନେଶ୍ୱର ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସଙ୍ଗୀତ ଓ ନୃତ୍ୟର ପୂନରୁଦ୍ଧାର
Read More...

ମଦନପୁର ଠାରେ ଚାଲିଥିବା ନିଷ୍ଠା ତାଲିମ ଉଦ୍‌ଯାପିତ

ମ.ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ମ.ରାମପୁର ଶିକ୍ଷା ଅଧିକାରୀଙ୍କ ତତ୍ତାବଧାନରେ ୧୫/୦୪ ରୁ ଚାଲିଥିବା ନିଷ୍ଠା ତାଲିମ ଆଜି ସୋମବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନ ତାଲିମରେ ଅତିଥି ଭାବେ
Read More...

ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାଲୁମୁଣ୍ଡାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ୨୫ ବର୍ଷ ପୂର୍ତ୍ତି ଅବସରରେ ରୋପ୍ୟ ଜୟନ୍ତୀ ସମାରୋହ ଉପଲକ୍ଷେ ବନ୍ଧୁ
Read More...

ପୋଲସରା କଲେଜ ପାଇଁ ଗୌରବ ଆଣିଲେ ତିନି ଛାତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ସ୍ନାତକ ଡିଗ୍ରୀ (ଯୁକ୍ତ ତିନି) ଶେଷ ବର୍ଷ ପରୀକ୍ଷା -୨୦୨୫ ପ୍ରକାଶ ପାଇଛି । ଶିକ୍ଷା ବିଭାଗର ୧୦ ମେରିଟ ଲିଷ୍ଟ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଛାତ୍ରୀ ସାଧନା ପାଣି
Read More...

ଉତ୍ସବ ମୁଖର ହୋଇଉଠିଛି : ଐତିହାସିକ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୈଚିତ୍ରମୟ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବମୁଖର ହୋଇଉଠିଛି । ଐତିହାସିକ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ପରିଲକ୍ଷିତ ହୋଇଛି । ଶାଶୁ ଘରୁ ବାପା
Read More...