ଆତ୍ମ ସୁରକ୍ଷା ଶିକ୍ଷଣ କର୍ମଶାଳା ଉଦ୍ଯାପିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଦଶ ଦିବସୀୟ ମହିଳା ଆତ୍ମ ସୁରକ୍ଷା ଶିକ୍ଷଣ କାର୍ମଶାଳା ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଏପ୍ରିଲ୍ ୦୨ତାରିଖରେ ଆନୁଷ୍ଠାନିକ ଭାବରେ ଶିବିରଟି!-->…
Read More...
Read More...