Daily Archives

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୭/୧୭ ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ନିର୍ବାହୀ
Read More...

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସଂସ୍କୃତି ଭବନରେ “ପୂର୍ବରଙ୍ଗ-ଜାତୀୟ ନାଟକ ଉତ୍ସବ”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଭାରତ ସରକାର ଓ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଓ ଓଡ଼ିଶା ନାଟକ ସମାରୋହ ସମିତିର ମିଳିତ
Read More...

ସର୍ବଭାରତୀୟ ଜେଇ ମେନ୍ ପରୀକ୍ଷାରେ ଛତ୍ରପୁରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ କୃତ୍ତିତ୍ଵ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବ ଭାରତୀୟସ୍ତରରେ ଜେଇ ମେନ୍ ପରୀକ୍ଷା ଫଳାଫଳରେ ଛତ୍ରପୁର ସହରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଶତପ୍ରତିଶତ କୃତ୍ତିତ୍ଵ ହାସଲ ହୋଇଥିବା ନେଇ ଉକ୍ତ କୃତୀ ଛାତ୍ରଙ୍କ ପରିବାର ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯୋଗ୍ୟ ଯେ' ସର୍ବଭାରତୀୟ
Read More...

ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏନ୍‌) : ବଲାଙ୍ଗିର ଓଭରବ୍ରିଜ ଚା' ଦୋକାନ ସାମ୍ନାରେ ୯ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ହାଇଡ଼୍ରା । ଯାହା ଫଳରେ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଆହତଙ୍କୁ ଉଦ୍ଧାର କରି
Read More...

ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ରବିବାର ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ,
Read More...

ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଅଭିଯାନର କର୍ମୀ ସମ୍ମିଳନୀ ଏବଂ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ପୌରୋହିତ୍ୟରେ ବିଶ୍ଵନାଥ ପାହାଡ଼ ନିକଟସ୍ଥ ଗଡଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...