Daily Archives

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ

ଖଲ୍ଲିକୋଟ : ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପତ ଲଙ୍ଗଳେଶ୍ୱର ନିକଟରେ ଏକ ଟ୍ରକକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ
Read More...

ସମ୍ବଲପୁରରେ ଏନ୍‌କାଉଣ୍ଟର

ସମ୍ବଲପୁର : ସମ୍ବଲପୁର ପୋଲିସର ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀକୁ ଏନକାଉଣ୍ଟର କରିଛି ସମ୍ବଲପୁର ଗୋବିନ୍ଦପୁର ଥାନା ପୋଲିସ । ଗୋବିନ୍ଦପୁର ଥାନା ରଙ୍ଗଟିକିରା ଗାଁ ନିକଟରେ ଏନକାଉଣ୍ଟର କଲା ପୋଲିସ । ସୂଚନା ଯୋଗ୍ୟ ଯେ, ରବିବାର ଭୋର ୫ଟା ୧୫ ସମୟରେ ଏନକାଉଣ୍ଟର
Read More...

ଓଡିଶା ପ୍ରସିଦ୍ଧ ଦୟଣାଚୋରୀ କୁଜଂ ମେଳଣ ଯାତ୍ରା ଜମିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୂରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀ ରାଧାକାନ୍ତ ଦେବ ଓ ଶ୍ରୀ ରାଧାମୋହନଦେବଙ୍କ ଦୟଣାଚୋରୀ ଯାତ୍ରା ମହାସମାରୋହରେ ଆଜି ପ୍ରତ୍ୟୁଷରେ
Read More...

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଯୋଜନାର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର, ଘୋରଡ଼ିଆ, କଲ୍ୟାଣପୁର, ଇନ୍ଦିପୁର ଓ ଗୁଆଳିପଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ
Read More...

ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା - ୨୦୨୫' ପାଳନ ହୋଇଯାଇଛି । ଏହି ଉତ୍ସବ ୨ଦିନ ଧରି (୧୦-୧୧ ଅପ୍ରେଲ, ୨୦୨୫) ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଗାନରେ ହୋଇଥିଲା । ବିଭାଗର
Read More...

ଦଣ୍ଡନାଚର ଅଭିନୟକାରୀ କିନ୍ନରଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ଫାଶିଗୁଡ଼ା ଗାଁର ଏକ ଘଟଣା ଯାହାକି, ଦଣ୍ଡନାଚରେ ଅଭିନୟ କରୁଥିବା କିନ୍ନରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ' କିନ୍ନରଙ୍କ ରାତ୍ରି
Read More...

ଛତ୍ରପତି ଶିବାଜୀ ମହାରାଜଙ୍କ ୩୪୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାରାଷ୍ଟ୍ରରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ…

ଐତିହାସିକ ରାୟଗଡ଼ ଦୁର୍ଗ ପରିଦର୍ଶନ କରିବା ଏକ ସୌଭାଗ୍ୟର ବିଷୟ, ଯେଉଁଠାରେ ହିନ୍ଦବୀ ସ୍ୱରାଜର ସୁବର୍ଣ୍ଣ ସିଂହାସନ ପ୍ରତିଷ୍ଠା କରାଯାଇଥିଲାଏହି ଐତିହାସିକ ରାୟଗଡ଼ ଦୁର୍ଗ ଯୁବ ଶିବଙ୍କ ଠାରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତ ଯାତ୍ରାର ସାକ୍ଷୀ ଭାବରେ
Read More...

ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସ୍ଵତନ୍ତ୍ର ସାରସ୍ୱତ ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆପକ୍ଷ ପାଳନ ଅବସରରେ ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ
Read More...

ଭୁବନେଶ୍ୱର ଏମ୍ସ ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

• କେନ୍ଦ୍ରୀୟ ଗବେଷଣା ପରୀକ୍ଷାଗାରର କଲେ ଉଦ୍‌ଘାଟନ• ବହୁମୁଖୀ ଉପଯୋଗ ଏବଂ ଗ୍ୟାଷ୍ଟ୍ରୋନମି ବ୍ଲକ ପାଇଁ ଭିତ୍ତିପ୍ରସ୍ତର କଲେ ସ୍ଥାପନ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ
Read More...

ୱେଭ୍ସ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚ୍ୟାଲେଞ୍ଜ ଅନ୍ତର୍ଗତ ‘ରେଜୋନେଟ୍ : ଦି ଇଡିଏମ୍…

ଏହି ଦଶ ଜଣ କଳାକାର ୱେଭ୍ ସମ୍ମିଳନୀରେ ଲାଇଭ୍ ପ୍ରଦର୍ଶନ କରିବେ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ୨୦୨୫ ପୂର୍ବରୁ 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ଅନ୍ତର୍ଗତ ଏକ ପ୍ରମୁଖ ପ୍ରତିଯୋଗିତା 'ରେଜୋନେଟ୍ : ଦି ଇଡିଏମ୍‌ ଚ୍ୟାଲେଞ୍ଜ'
Read More...