Daily Archives

ବେଲପଡ଼ା ପଞ୍ଚାୟତ ଠାରେ ଆୟୁଷ୍ମାନ ଯୋଜନାର କାର୍ଡ଼ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଏବଂ ଦେଶର ୭୦ ବର୍ଷରୁ ଉଦ୍ଦ୍ୱ ବୟସର ବ୍ୟକ୍ତିଙ୍କ
Read More...

ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ବୁଡି ଅଂଚଳର ସମୃଦ୍ଧ ଐତିହ୍ୟ, କଳା ସଂସ୍କୃତିର ପୁନଃଉଦ୍ଧାର ହେଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍‌ ମାଗୁରବେଡା ସ୍ଥିତ ପଡିଆରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସଭାପତି ସଂଜୟ ଗଡତ୍ୟାଙ୍କ ସ୍ୱାଗତ
Read More...

ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଡୁମାଳ ସମାଜ ଏବଂ ମା ମାହେଶ୍ୱରୀ ସେନା ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟ ସିରୋମଣି ଝସକେତନ ଗୁରୁ ଆୟୁର୍ବେଦ ଦ୍ୱାରା ସମସ୍ତ ରୋଗର
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଷଷ୍ଠ ଦିବସ ତୁଷାର ରୟାଲ କିଙ୍ଗ ଓ ସ୍ୱରାଜ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଷଷ୍ଠ ଦିବସର ପ୍ରଥମ ମ୍ୟାଚଟି ତୁଷାର ରୟାଲ କିଙ୍ଗ ଓ ବ୍ଲାଷ୍ଟର ମଧ୍ୟରେ ହୋଇଥିଲା । ତୁଷାର ରୟାଲ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୦ ରନ୍‌ ସଂଗ୍ରହ କରିଥିଲେ ।
Read More...

ହରିଶଙ୍କର ବୈଶାଖ ମେଳା ୫ ଦିନ କରିବାକୁ ଦାବି : ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ଗନ୍ଧମାର୍ଦ୍ଧନ ପାହାଡ ତଳେ ହରି ଓ ଶଙ୍କରଙ୍କ ମିଳନ ହେଉଥିବା ସ୍ଥାନରେ ଗତ ମଇ ମାସରୁ ବୈଶାଖ ମେଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନ ଆୟୋଜନ କରୁଛି । ତେବେ ଦେଖିବାକୁ ମିଳୁଛି ଯେ ନୃସିଂହନାଥ ମନ୍ଦିରରେ
Read More...

ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସରବତ ବଣ୍ଟନ : କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ଟିଟିଲାଗଡ଼ ସହର ଉତ୍ତପ୍ତ ସହର ଭାବେ ପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରାକୁ ଆଖିରେ ରଖି ଲୋକଙ୍କୁ ଟିକିଏ ଥଣ୍ଡା ପାନୀୟ ଜଳ ଦେବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ୧୯ଟି ଜଳଛତ୍ର ଖୋଲାଯାଇଛି । ଏନେଇ ଆଜି ସ୍ଥାନୀୟ ଜଗନ୍ନାଥ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ପାଳନର ୧୧ତମ ଦିବସରେ "ଯୁବ ଲେଖକ ସମ୍ମିଳନୀ " ଆୟୋଜିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମହିଳା
Read More...

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା । ବାଲିଗୁଡାର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡାର ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି ।
Read More...

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ପକ୍ଷ ପାଳନ ଦିବସ ଅବସରରେ ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡାରେ ଜିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ ପକ୍ଷରୁ " ଲୋକକଳା ପାଇଁ ଦିନଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର
Read More...

ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା

ଭୁବନେଶ୍ୱର : ରାଜ୍ୟରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯
Read More...