Daily Archives

ବନଦୁର୍ଗା ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ମହୋତ୍ସବ କେବଳ ମନୋରଂଜନର ମାଧ୍ୟମ ନହେଇ ସମସ୍ୟା ସମାଧାନର ମଞ୍ଚ ହେଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହୋତ୍ସବର କେବଳ ମନୋରଂଜନର ମାଧ୍ୟମ ନୋହୋଇ ବିସ୍ଥାପିତଙ୍କ ସମସ୍ୟାର ସମାଧାନର ମଞ୍ଚ ହେଉ । ଲୋୟର ସୁକତେଲ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନଙ୍କର ସମସ୍ୟା ସମାଧାନ
Read More...

ପୁରୀରେ ସେବାୟତଙ୍କ ଦ୍ଵାରା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା : ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ଦେଲା ଜିଲ୍ଲା…

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା ସାମ୍ୱାଦିକ ସଙ୍ଘ ତରଫରୁ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଏସ୍‌ ସ୍ଵାତୀ କୁମାରଙ୍କ ଜରିଆରେ
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ ନିଆଁ : ଜଣେ ଗୁରୁତର

ବଲାଙ୍ଗିର, (ଖୁସି ରାନି ସାହୁ) : ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ ଲାଗିଲା ନିଆ । ୟୁନିଟ୍ ୬ ନମ୍ୱର୍ ବିଲଡିଂରେ ନିଆଁ ଲାଗିଛି । ସୂଚନା ଅନୁସାରେ କେମିକାଲ ମିଶାଇବା ସମୟରେ ନିଆଁ ଲାଗିଥିବା ବେଳେ ଘଟଣାରେ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହେଇଥିବା ଜଣାପଡ଼ିଛି ।
Read More...

ଜିଲ୍ଲା ପ୍ରଶାସନର ଆକ୍ସନ : ସିଲ୍ ହେଲା ଘରୋଇ ହସ୍ପିଟାଲ

ଚଣ୍ଡିଖୋଲ : ଚିକିତ୍ସା ଅବହେଳାରୁ ମହିଳା ମୃତ୍ୟୁ ଘଟଣାରେ ଆକ୍ସନ । ସିଲ୍‌ ହେଲା ଘରୋଇ ହସ୍ପିଟାଲ । ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ସ୍ଥିତ ଗୋପପୁର ଛକ ନିକଟରେ ଥିବା ରୋହିଣୀ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁସାରେ ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ ଜଣେ
Read More...

ଏପ୍ରିଲ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା : ଠିକ୍ ସମୟରେ ଆସିବ ମୌସୁମୀ

ଭୁବନେଶ୍ୱର : ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ବର୍ଷାର
Read More...

ଓଡ଼ିଶାରେ କେମିକାଲ୍ସ ଏବଂ ପେଟ୍ରେକେମିକାଲ୍ସ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ତିନୋଟି ଏମଓୟୁ ସ୍ୱାକ୍ଷରିତ

• ଓଡ଼ିଶା ସରକାର ଏବଂ ଆଇଓସିଏଲ୍‌ ମଧ୍ୟରେ ଏମ୍‌ଓୟୁ ଓଡ଼ିଶାକୁବିଶ୍ୱରେ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ• ପୂର୍ବୋଦୟ କଳ୍ପନାରେ ଓଡ଼ିଶା ପାଇଁ ପ୍ରଗତି ଏବଂ ସମୃଦ୍ଧିର ନୂଆ ସୂର୍ଯ୍ୟୋଦୟ• ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର
Read More...

ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

କୌଣସି ନିର୍ଦ୍ଦିଷ୍ଟ ଗ୍ରୁପକୁ ମୁଦ୍ରା ଯୋଜନା ସୂଚାଉନାହିଁ, ବରଂ ଯୁବବର୍ଗଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ଏହା ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀଆତ୍ମନିର୍ଭର ଓ ଉଦ୍ୟୋଗୀ ହେବା ପାଇଁ ଏହି ଯୋଜନାର ସକାରାତ୍ମକ ପ୍ରଭାବ ରହିଛି : ପ୍ରଧାନମନ୍ତ୍ରୀଉଦ୍ୟୋଗିକତା ପ୍ରତି ପ୍ରଚଳିତ ଭାବଧାରାରେ
Read More...

ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା

ଖନ୍ତାପଡ଼ା : ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ଖନ୍ତାପଡ଼ା ଥାନା ଅଧୀନ ପଣପଣା ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ହୋଟେଲ ମୋନାଲି ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ସୋର ଆଡୁ ବାଲେଶ୍ୱର ଅଭିମୁଖେ
Read More...

ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳପୋଛ କରିବା ଲାଗି ପ୍ରତିଶ୍ରୁତିବଦ୍ଧଆତଙ୍କବାଦ ସମ୍ବନ୍ଧୀୟ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବକମାନଙ୍କୁ ନିଯୁକ୍ତି
Read More...

ଜଙ୍ଗଲରୁ ମିଳିଲା ମୃତଦେହ

କରଞ୍ଜିଆ : ଜଙ୍ଗଲରୁ ମିଳିଲା ମୃତଦେହ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଜାମଦା ଗାଁ ଜିଆଣି ସାହି ଶାଳ ଜଙ୍ଗଲରେ ପଡିଛି ମୃତଦେହ । ମୃତକ ହେଉଛନ୍ତି ଧୋବାଡ଼ିହା ଗାଁର ମାଠାଇ ହୋ ବୋଲି ଜଣାପଡିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା । ଖବର ଅନୁସାରେ ମଙ୍ଗଳବାର ରାତିରେ
Read More...