Daily Archives

ଶ୍ରୀରାମ ଏକତା ଆଖଡ଼ାର ସୁନ୍ଦର କାଣ୍ଡ ପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ଇ-୪, ଏଫ୍ -୪ ସ୍ଥିତ ଶ୍ରୀରାମ ଏକତା ଆଖଡ଼ା ତରଫରୁ ରାମନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଲୋନୀ ବାସୀଙ୍କ ତରଫରୁ ଝଣ୍ଡା ପୂଜା, ମିଷ୍ଟାନ୍ନ ବଣ୍ଟନ ତଥା ସନ୍ଧ୍ୟାରେ ସୁନ୍ଦର କାଣ୍ଡ ପାଠ କରାଯାଇଥିଲା । ଏହି
Read More...

କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : କୁତ୍ରା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଆଜି ମୋଟ ୪୪ ଗୋଟି ଅଭିଯୋଗ ଆସିଥିଲା
Read More...

ସଚ୍ଚିଦାନନ୍ଦ ସ୍ମୃତି ସମିତିର ସ୍ୱତନ୍ତ୍ର ସାରସ୍ୱତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତିର ସ୍ୱତନ୍ତ୍ର ସାରସ୍ୱତ ସମାବେଶ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି ସମାବେଶରେ
Read More...

ଜୟପାଟଣାରେ ପ୍ରଭୁ ଶ୍ରୀରାମଙ୍କ ସୁଶୋଭିତ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୂଲ୍ୟରେ ଆୟୋଜିତ ପାରମ୍ପରିକ ଶ୍ରୀରାମ ନବମୀ ଉତ୍ସବ ଓ ବିଶାଳ ଶୋଭାଯାତ୍ରା ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି । ପାଳନ କମିଟିର ସଦସ୍ୟମାନେ ସମଗ୍ର ଜୟପାଟଣା ସହରକୁ ତୋରଣରେ ସଜାଇବା ସହିତ ସମଗ୍ର ଅଞ୍ଚଳରେ ରଥକୁ
Read More...

ସାମୁହିକ କାର୍ଯ୍ୟ ମାଧ୍ୟମରେ ଶାନ୍ତିକୁ ସୁଦୃଢ଼ କରିବା : ବଲାଙ୍ଗିରରେ ଦକ୍ଷିଣ-ଓଡ଼ିଶା ଶାନ୍ତି ନେଟୱାର୍କ ବୈଠକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ୍ ୭, ୨୦୨୫ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ନାଗରିକ ସମାଜ ସଂଗଠନ, ଅନୁଷ୍ଠାନ ଏବଂ ସାମାଜିକ କର୍ମୀଙ୍କ ୩୫ ରୁ ଅଧିକ ପ୍ରତିନିଧି ଦକ୍ଷିଣ-ଓଡ଼ିଶା ଶାନ୍ତି
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ର ଦ୍ୱିତୀୟ ଦିବସ

ତୁଷାର ରୟାଲ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ତୁଷାର ରୟାଲ କିଙ୍ଗ ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ତୁଷାର
Read More...

ବିଲେଇସର୍ଡାରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଯେପରି ପ୍ରତୋକ ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଯିବେ ସେ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ଶିକ୍ଷା
Read More...

ଶ୍ରୀନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀନୃସିଂହ ମନ୍ଦିର ମଠାଧିଶ ପୂଜ୍ୟ ମହନ୍ତ ଶ୍ରୀ ବ୍ରଜମୋହନ ଶରଣଦେବ ଓ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ଗରିବ ବ୍ରାହ୍ମଣ ବାଳକମାନଙ୍କୁ ନିଶୁଳ୍କ ସାମୁହିକ ବ୍ରତୋପନୟନ ଶ୍ରୀନୃସିଂହ ମନ୍ଦିର ପରିସରରେ
Read More...

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଡାକରାରେ ବିଭିନ୍ନ ଚାଷୀ ସଂଗଠନ, ବୁଦ୍ଧିଜୀବୀ ତଥା ଶ୍ରମିକ ସଂଗଠନମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ ହୋଇ ଏକ ବିକ୍ଷୋଭ ସଭାରେରେ ସାମିଲ ହୋଇଥିଲେ
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଓ ୟୁଏସ୍ ତାଲିମ ଶିବିର ଉଦ୍‌ଘାଟିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଗୁଡଭେଲା ହାଇସ୍କୁଲ ଠାରେ ଓ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଏକ କାଳୀନ ଉଦଘାଟିତ ହୋଇଯାଇଛି । ପ୍ରସ୍ତୁତି ତାଲିମ ଶିବିରକୁ ଏବିଇଓ
Read More...
error: Content is protected !!