Daily Archives

ତାଲଜୁରି ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ତାଲଜୁରି ଗ୍ରାମ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ପରିବେଶରେ ନୂତନ ଭାବରେ ପାଦ ଦେଇଥିବା ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କୁ ସ୍ୱାରଗତ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ
Read More...

ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଗିଲଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁଜୀ ଅକ୍ଷୟ କୁମାର ଗିଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ଭୁଜୁବଳଙ୍କ ଅଧ୍ୟକ୍ଷତାରେ
Read More...

ଶିକ୍ଷାରଥ ଗଡିଲା

ଜୟପାଟଣା, (ଶେଷଦେବ ବେହେରା) : ବୁଧବାର ସକାଳ ୭ ଘଣ୍ଟା ୩୦ ମିନିଟ୍ ସମୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଜୟପାଟଣା ପରିସରରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଶିକ୍ଷାରଥର ଶୁଭ ଉଦ୍‌ଘାଟନ ମହାସମାରୋହରେ ହୋଇଯାଇଛି । ଏହି ଶିକ୍ଷାରଥର ଉଦ୍‌ଘାଟନ ମାନନୀୟ ତହସିଲଦାର ଜୟପାଟଣା ରଘୁନାଥ ମୁଣ୍ଡାରୀଙ୍କ
Read More...

ପ୍ରଗତିର ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁର ପ୍ରଗତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ଵ ଓ
Read More...

ଆସନ୍ତା ୪ରୁ ୯ ଏପ୍ରିଲ ମାଁ ଚନ୍ଦ୍ରସେନୀ ମହୋତ୍ସବ

ବିଶେଷ ଆକର୍ଷଣ ମୀନାବଜାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ମାଁ ଚନ୍ଦ୍ରସେନୀ ମହୋତ୍ସବ ଚିମିନିଭାଟି ପଡା ସ୍ଥିତ ଚନ୍ଦ୍ରସେନୀ ମନ୍ଦିରରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହେବ
Read More...

ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ୍‌ ନିକଟରେ ବୁଧବାର ୧୧ଟା ୪୦ ମିନିଟ୍‌ରେ ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଯେଉଁଥିରେ ନାଗାବଳୀ ଏକ୍ସପ୍ରେସ୍‌ର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା
Read More...

ଡୁଙ୍ଗୁରିପାଲି ବ୍ଲକରେ ଗଡିଲା ଶିକ୍ଷା ସଚେତନତା ରଥ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷା ସଚେତନତା ରଥ ଗଡିଛି । ପ୍ରଥମେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ସମ୍ମୁଖରେ ଶିକ୍ଷା ସଚେତନତା ରଥକୁ ମୁଖ୍ୟ
Read More...

ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ପର୍ବ

ସୁନ୍ଦରାକାଣ୍ଡ ଏବଂ ୧୫୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଲେଇ ମନ୍ଦିର ଚୈତ୍ର ମାସରେ ମାଁଙ୍କ ପୂଜାର୍ଚ୍ଚନା ସହ ମାଁଙ୍କ ବେଶ ଦେଖିବା ପାଇଁ ବେଶ୍‌ ଭିଡ ହେଉଛି । ଏହି ଅବସରରେ ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ମାସ ଆଜି ଦିନରେ ପ୍ରଭୁଶ୍ରୀ ରାମଚନ୍ଦ୍ର
Read More...

ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ମହୋତ୍ସବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଥ ଶ୍ରୀ ଚିନ୍ମୟ ଦାସଜୀ ମହାରାଜଙ୍କ ପ୍ରେରଣାରେ ବଲାଙ୍ଗିର ସୁଦପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରୁଣ କୁମାର ହେର୍ଣ୍ଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଓଲଟିଲା ଯାତ୍ରୀବାହୀ ବସ୍

ନୀଳଗିରି : ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୧୫ ଜଣ ଗୁରୁତର ହୋଇଛନ୍ତି । ୨୫ରୁ ଅଧିକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ଭାଲୁକାଶୁଣି ଛକରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ‘ମାମା’ ନାମକ ବସ୍ ବାଲେଶ୍ଵରରୁ ଉଦଳା ଯାଉଥିବା ବେଳେ ଓଲଟିପଡିଛି ।
Read More...