Daily Archives

ଉତ୍କଳ ଦିବସକୁ କଳା ଦିବସ ପାଳନ କରିବା ପୂର୍ବରୁ କୋଶଲ ସଂଗ୍ରାମୀଙ୍କୁ ଗିରଫ କଲା ବେଲପଡା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ଓଡିଶାରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ତାକୁ ବିରୋଧ କରି ପଶ୍ଚିମ ଓଡ଼ିଶା କଳା ଦିବସ ପାଳନ କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ବେଲପଡା ପୋଲିସ ଆଜି ସକାଳୁ ବେଲପଡାର କୋଶଲ ସଂଗ୍ରାମୀ ଜିତୁ ନାଏକ, ଯୁଗଲ କିଶୋର ମେହେର, ସିପୁନ
Read More...

ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ମୃତ

ଝାଡଖଣ୍ଡ : ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ ଏନଟିପିସି ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା । ଫଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା । ଟ୍ରାକ ଉପରେ ଏକ ମାଲବାହୀ
Read More...

ହୁତୁ ହୁତୁ ହୋଇ ଜଳୁଛି ସୋ’ ରୁମ୍‌

କଟକ : କଟକରେ ଭୟଙ୍କର ଅଗ୍ନିକାଣ୍ଡ । କଟକ ଦୋଳମୁଣ୍ଡାଇ ଛକରେ ଥିବା ଏକ ଲଗେଜ୍‌ ଏବଂ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ନିଆଁ ଲାଗିଛି । ଯେଉଁଥିରେ ବହୁମାତ୍ରାରେ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ କିଛି କର୍ମଚାରୀ ସୋ’ ରୁମ୍‌ ଖୋଲିଥିଲେ ।
Read More...

କମିଲା ଗ୍ୟାସ ଦର

ଭୁବନେଶ୍ୱର : ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୪୧ଟଙ୍କା କମିଛି । ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି ।
Read More...

ପୋଲିସକୁ ବଡ଼ ସଫଳତା, ସର୍ଚ୍ଚ ଅପରେସନ ବେଳେ ୧୩ ମାଓବାଦୀ ଗିରଫ

ମାଲକାନଗିରି : ପୋଲିସକୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ୧୩ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର
Read More...

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କଲେ ସରପଞ୍ଚ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟର ଆସନ୍ତା ନୂତନ ଶିକ୍ଷା ବର୍ଷରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ଖେତି ଘରକୁ ଘର
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କଦମପଡ଼ାଠାରେ ରାଷ୍ଟ୍ରୀୟ ନବବର୍ଷରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ରାଜ୍ୟ ସଂଗଠନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ ପ୍ରାନ୍ତ ସଭାପତି ଶଶୀଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Read More...

୩୬ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତମ
Read More...

ବେସରକାରୀ ଅଧ୍ୟାପକଙ୍କ +୨ ଖାତା ମୂଲ୍ୟାଙ୍କନ ବର୍ଜନ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତା. ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଭୁକ୍ତ କରିବା ପାଇଁ
Read More...

ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛି : ଅମିତ ଶାହ

ନିଶା ବିରୁଦ୍ଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅଧୀନରେ, ଦିଲ୍ଲୀ-ଏନ୍‌ସିଆର୍‌ରେ ଏକ ପ୍ରମୁଖ ନାର୍କୋ-ନେଟୱାର୍କର ପର୍ଦ୍ଦାଫାଶ ହୋଇଛିଏନ୍‌ସିବି ଏବଂ ଦିଲ୍ଲୀ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି, ୨୭.୪ କୋଟି ଟଙ୍କାର ମେଥାମ୍ଫେଟାମାଇନ, ଏମ୍‌ଡିଏମ୍‌ଏ ଏବଂ କୋକେନ ଜବତ
Read More...