Monthly Archives

March 2025

ଡିଜି ଟ୍ୟାଗିଂ ପାଇଁ ଓଡ଼ିଶା କୃଷି ବିଭାଗକୁ ପୁରସ୍କୃତ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଡିଜି ଟ୍ୟାଗିଂ ପାଇଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପୁରସ୍କୃତ ହୋଇଛି । ଲ୍ୟାଣ୍ଡ ରେକର୍ଡ ଓ କ୍ରପ୍ ପାଇଁ ଡିଜି ଟ୍ୟାଗିଂରେ ଭାରତ ସରକାର ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ ପୁରସ୍କୃତ କରିଛନ୍ତି । ଡିଜିଟାଇଜେସନ କରିବା ଦ୍ୱାରା ଡିବିଟି ମାଧ୍ୟମରେ
Read More...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର : ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼

ଭୁବନେଶ୍ୱର : ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲାନି ବିଦ୍ୟୁତ ଦର । ଦର ଅପରିବର୍ତ୍ତିତ ରହିଥିବା ପ୍ରେସମିଟ୍‌ରେ ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି । ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ ଦର । ଙଋଜଉ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।
Read More...

ସମନ୍ୱିତ ଶିଶୁ ବିକାଶ ଧାରାରେ ଆଲୋକିତ କରୁଥିବା ପ୍ରଭାସିନୀ ମିଶ୍ର ଆଉ ନାହାନ୍ତି

ଦ୍ଵାଦଶାହ ଉପଲକ୍ଷେ ଅବେଳାରେ ଏକ ସତେଜ ବୃକ୍ଷରୁ ଝଡି ଯାଇଥିବା ପତ୍ରଟିଏ ପରି ଆଜି ଝଡିଯାଇ ଆମ ଗହଣରୁ ବିଦାୟ ନେଇ ଚିରଦିନ ପାଇଁ ଆମକୁ ଶୋକ ସାଗରରେ ଭସାଇ ଏକ ଅଫେରା ବାଟକୁ ଆପଣେଇ ନେଇଛନ୍ତି ଆମ ସମସ୍ତଙ୍କ ଆଦରର ଭଉଣୀ ସ୍ୱର୍ଗତ ପ୍ରଭାସିନୀ ମିଶ୍ର । ଯିଏକି ତାଙ୍କର କର୍ମକ୍ଷେତ୍ରରେ
Read More...

ଆନ୍ତର୍ଜାତିକ ମହିଳା ଓ ବିଶ୍ୱପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଖଡ୍ଗ ମନ୍ଦିର ପରିସରରେ ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ
Read More...

ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ବନ ଉନ୍ନୟନ ନିଗମ ବାଣିଜ୍ୟ କେନ୍ଦୁପତ୍ର ପଦ୍ମପୁର ଉପଖଣ୍ଡ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ, ଚକ୍ଷୁ ଚିକିତ୍ସା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଡିଏଫଓ ବିଭୁତି ଭୂଷଣ ବେହେରା ମୂଖ୍ୟ ଅତିଥି, ଚର୍ଦାପାଲି ସରପଞ୍ଚ ସମ୍ମାନିତ ଭାବେ
Read More...

ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ 'ସାମ୍ପ୍ରତିକ ପରିସ୍ଥିତିରେ ସମାନ୍ତରାଳ ଫିଲ୍ମର ପ୍ରାସଙ୍ଗିକତା' ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏ.କେ
Read More...

ବାଟ କଢୁଆଲର ବାର୍ଷିକୋତ୍ସବ ଅନୁଷ୍ଠିତ

ଭାଷା ସ୍ଵିକୃତୀ ଓ ରାଜ୍ୟର ଦ୍ଵିତୀୟ ଭାଷା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ସାଧାରଣ ଜନତାଙ୍କ ଭାବାବେଗ ସହିତ ଜଡିତ ଥିବା ସମ୍ବଲପୁରୀ କୋଶଲି ଭାଷା ସ୍ଵିକୃତି ପାଇଁ ଏବଂ ରାଜ୍ୟର ଦ୍ୱିତୀୟ ଭାଷା ପାଇଁ ସରକାର ତତ୍ପରତା ପ୍ରକାଶ କରନ୍ତୁ
Read More...

ଲୋକାର୍ପିତ ହେଲା ହରିପ୍ରିୟା ଠାକୁରଙ୍କ ଉପନ୍ୟାସ ନୀଳୋତ୍ପଳା

ଲେଖନୀ ଚାଳନା ପାଇଁ ବୟସ ଆଦୌ ପ୍ରତିବନ୍ଧକ ନୁହେଁ ଭବାନୀପାଟଣା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଲାଜୀ ବିହାରଠାରେ ଶ୍ରୀରୂପା ପବ୍ଲିକେସନ୍ସ, ଭବାନୀପାଟଣା ତରଫରୁ ଲେଖିକା ହରିପ୍ରିୟା ଠାକୁରଙ୍କ ପ୍ରଥମ ଉପନ୍ୟାସ “ନୀଳୋତ୍ପଳା” ଲୋକାର୍ପିତ ହୋଇଯାଇଛି ।
Read More...

କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା କୋକିଲ ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) ରେ ଜଣେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା କୋକିଲ ସାହୁଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି ।
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ନିବାସୀ ଧର୍ମପ୍ରାଣା ମହିଳା କେତକୀ ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ତଥା ସ୍ନେହୀ ବ୍ୟକ୍ତିତ୍ୱ ଭାବରେ ସାଇ ପଡିଶା ତଥା ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ସ୍ୱାମୀ
Read More...