Daily Archives

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତରେ ବସ୍ : ସାଧାରଣ ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ମୁଖ୍ୟମନ୍ତ୍ରୀଙ୍କ ରବିବାର ଦିନ ଭବାନୀପାଟଣା ଗସ୍ତ ଥିବାରୁ ବଲାଙ୍ଗିର ଜିଲ୍ଲାରେ ବସ୍‌ ସେବା ପ୍ରାୟତଃ ବନ୍ଦ ରହିଥିଲା । ବସ୍‌ ଯୋଗେ ଯିବା ଆସିବା କରୁଥୁବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ,
Read More...