Daily Archives

ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୩ତମ ଜନ୍ମ ଜୟନ୍ତୀରେ ବଲାଙ୍ଗିର ଜନତାଙ୍କ ଭାବାବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପାଟଣା ମହାରାଜା ବଲାଙ୍ଗିର, (କେପିଏନ୍‌ଏନ୍‌) : ବଂଶ ପରମ୍ପରାରେ ନୁହେଁ ବରଂ ଆପଣାର ବ୍ୟକ୍ତିନ୍ତ୍ୱ ବଳରେ ସେ ହୋଇଥିଲେ ମହାରାଜା । କୋଟି ହୃଦୟର ମଣିଷ ଭାବରେ ସେ ପ୍ରଜାନୁରଂଜନ ଧର୍ମକୁ ଧାରଣ କରିଥିଲେ । କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାର
Read More...

ଚିଙ୍ଗେରମୁଣ୍ଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ସିତ ମହାନନ୍ଦଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ କ୍ଲଷ୍ଟର ଚିଙ୍ଗେରମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିତ ମହାନନ୍ଦଙ୍କୁ ସୋମବାର ସ୍କୁଲ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମୁରିବାହାଲ ବ୍ଲକ
Read More...

ବନଦୁର୍ଗା ମନ୍ଦିରରେ ବ୍ରହ୍ମଚାରିଣୀ ଓ ଚନ୍ଦ୍ରଘଣ୍ଟା ଦେବୀଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଆଜି ଦ୍ୱିତୀୟ ଦିନରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ଦେବୀ ବ୍ରହ୍ମଚାରିଣୀ ଓ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘ.ସମୟରେ ପାର୍ଶ୍ୱ ଦେବତା,
Read More...

ଯମୁନା ଗାଁ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଲେ ସାମ୍ବାଦିକମାନେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜୀବନ ବଞ୍ଚାଇଲେ ସାମ୍ବାଦିକମାନେ । ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ପଠାଇଥିଲେ । ବଲାଙ୍ଗିର ଜିଲ୍ଲା ମୁରିବାହାଲ-ହଳଦୀ ରାସ୍ତାର ଯମୁନା ଗାଁ ବୁଲାଣିଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବାଇକ୍ ଚାଳକ ଗୁରୁତର ଆହତ
Read More...

ଅନନ୍ୟ କଳା ଦର୍ପଣର ଦ୍ୱିତୀୟ ବାର୍ଷିକ ଉତ୍ସବ- ୨୦୨୫ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରର ଅଗ୍ରଣୀ କଳା ଅନୁଷ୍ଠାନ ଅନନ୍ୟ କଳା ଦର୍ପଣର ଦ୍ୱିତୀୟ ବାର୍ଷିକ ଉତ୍ସବ- ୨୦୨୫ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ରବିବାର ସନ୍ଧ୍ୟାରେ
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମର ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତଃ ସନ୍ତୋଷ କୁମାର ସାହୁଙ୍କ ଧର୍ମପତ୍ନୀ ବୈଦେହୀ ସାହୁଙ୍କ ଗତ ରବିବାର ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଜଣେ
Read More...

ନବପ୍ରଭାତ ବିଦ୍ୟାୟତନର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ନବପ୍ରଭାତ ବିଦ୍ୟାୟତନ ନୂଆପାଲି ଠାରେ ବିଦ୍ୟୟତନର ସପ୍ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଭବ୍ୟତାର ସହ ଅନୁଷ୍ଠିତ ହୋଇଯାଇଛି । ନବପ୍ରଭାତ ବିଦ୍ୟାୟତନ ୨୦୧୮ ମସିହାରେ ହିନ୍ଦୁ ନବବର୍ଷ ଦିନ ସ୍ଥାପିତ ହୋଇଥିଲା ।
Read More...

ବରିଷ୍ଠ ଶିକ୍ଷକ ପ୍ରଦୀପ ଜେନାଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବାନାମ୍ବର ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ପ୍ରାକ୍ତନ
Read More...

ମାଁ ପାଟଣେଶ୍ୱରୀ ମନ୍ଦିରରେ ଚୈତ୍ର ପରବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ଚୈତ୍ର ପରବ ଆରମ୍ଭ ହୋଇଯାଇଛି । ଗତ ୩୦ ତାରିଖରୁ ଆରମ୍ଭ ହୋଇ ପ୍ରଥମ ଶୈଳପୁତ୍ରୀ ବେଶରେ ମାଁ ଦର୍ଶନ ଦେଇଥିବା ବେଳେ ଆଜି ବ୍ରହ୍ମଚାରିଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତି
Read More...

ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...