ଶ୍ରୀ ଗୋପାଳଜି ମନ୍ଦିର ୬୧ ତମ ହରି ନାମ ଯଜ୍ଞ ପାଇଁ କଳସ ବୁଡ଼ା ସମ୍ପର୍ଣ୍ଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଁ ଶ୍ରୀ ଶ୍ରୀ ଗୋପାଳଜି ସରଣମ । ପଦ୍ମପୁର ପୁରୁଣ ବସ୍ତି ସାହୁପଡା ସ୍ଥିତ ଶ୍ରୀ ଗୋପାଳଜି ପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ୬୧ ତମ ଚବିଶ ପ୍ରହରୀ ହରି ନାମ ଯଜ୍ଞ ତା. ୨୭.୦୩.୨୦୨୫ ରୁ ତା. ୩୦.୦୩.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି!-->…
Read More...
Read More...