Daily Archives

ସାମାନ୍ୟ କଥା କଟାକଟିରୁ ଛୁରାମାଡ଼

ବିନିକା : ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି । ସାମାନ୍ୟ କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ଯୁଗଳ ତଣ୍ଡକାରଙ୍କୁ ଛୁରାମାଡ଼ କରାଯାଇଛି । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁଗଳ ତଣ୍ଡକାରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ
Read More...

ସରକାରୀ ନିର୍ଦ୍ଦେଶାବଳୀକୁ ଅମାନ୍ୟ କରୁଛି ବେସରକାରୀ ସ୍କୁଲ

ଦିନ ୧୨ ଟା ପର୍ଯ୍ୟନ୍ତ ଚାଲୁଛି ପାଠ ପଢା କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଛାତ୍ର ସୁରକ୍ଷା ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଅବମାନନା କରି, କଣ୍ଟାବାଞ୍ଜିର ଏକ ବେସରକାରୀ ସ୍କୁଲ ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ ସ୍କୁଲ ସମୟ ଉପରେ ସରକାରୀ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ।
Read More...

ଖତ ଖାଉଛି ଲକ୍ଷ୍ୟ ଲକ୍ଷ୍ୟର ପ୍ରକଳ୍ପ

ବ୍ୟବସ୍ଥା ସରିଛି ମିଳୁନି ପାଣି କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କୋଟି କୋଟି ଅର୍ଥରାଶି ବ୍ୟୟବରାଦ କରି ଲୋକଙ୍କ ମନରେ ହସ ଫୁଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ହେଲେ
Read More...

ବଲାଙ୍ଗିର ଗୋଶାଳାରେ ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ଗୋଶାଳା ଠାରେ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି ହେଉଛି । ଗୋ-କାଷ୍ଠ ମେସିନ ଓ ପରିବେଶର ସଂରକ୍ଷଣ ଉପରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷା ବବିତା ଅଗ୍ରୱାଲ ଓ ବରିଷ୍ଠ ସଦସ୍ୟା ମୀରା କେଜରିୱାଲ, ସରଳା
Read More...

ପୁଣି ଖାକିରେ ଲାଗିଲା କଳଙ୍କ

ବୌଦ୍ଧ, (କେପିଏନ୍‌ଏସ୍‌) : ପୁଣି ଖାକିରେ ଲାଗିଲା କଳଙ୍କ । ପୋଲିସକୁ ବାନ୍ଧିଲା ପୋଲିସ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା । ବ୍ୟାରେକରେ ଗଂଜେଇ ରଖିଥଲେ ଆଇଆର୍‌ବି ଯବାନ । ଗଂଜେଇ ଚାଲାଣରେ ଗିରଫ ଯବାନମାନେ ମନମୁଣ୍ଡା ଥାନାରେ ହିଁ କାର୍ୟ୍ୟରତ ଥିଲେ ।
Read More...

ଫୁଟବଲ୍ ଖେଳିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଆଜି ସକାଳ ୬.୩୦ ସମୟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ୍ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ପଡ଼ିଯିବାରୁ ମୋହିତ କୱାଡ ନାମକ ଜଣେ ୩୦ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ଡାକ୍ତରୀ
Read More...

ଦୁର୍ନୀତି ବିରୁଦ୍ଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡା ଆକ୍ସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଷୀ କେମିତି ଭଲ ଚାଷ କରି ପାରିବେ । ଭଲରେ ଚାଷ କରି କେମିତି ଭଲ ଭାବରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରି ପାରିବେ ଏନେଇ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ଦୁର୍ନୀତିଖୋର
Read More...

ଗରିବ ଓ ବିପିଏଲ ପରିବାରକୁ ରାସନ କାର୍ଡ ଦିଅ ରାଜ୍ୟସଭାରେ ସାଂସଦ ନିରଞ୍ଜନଙ୍କ ଦାବୀ

ଭୁବନେଶ୍ୱର : ସଂସଦର ଚଳିତ ବଜେଟ ଅଧିବେଶନ ପ୍ରଶ୍ନ କାଳରେ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଶ୍ରୀ ବିଶି
Read More...

ଖୁବଶୀଘ୍ର ଏମ୍ସରେ ହେବ ସ୍ୱଦେଶୀ ଏମଆରଆଇ ମେସିନ୍ ଇନଷ୍ଟଲ

ନୂଆଦିଲ୍ଲୀ : ଏବେ ଶସ୍ତା ହେବ ଚିକିତ୍ସା । ପ୍ରଥମ ସ୍ୱଦେଶୀ ଏମଆରଆଇ ମେସିନ୍ ବିକଶିତ କରିଛି ଭାରତ । ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦିଲ୍ଲୀ ଏମ୍ସରେ ଏହାକୁ ଇନଷ୍ଟଲ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏମଆରଆଇ ସ୍କାନିଂ ଖର୍ଚ୍ଚ ହ୍ରାସ କରିବା ସହ ବାହାରୁ ମେସିନ୍ ଆଣିବା ଉପରେ କମ୍
Read More...

ବିଧାନସଭାରେ ହାଇଡ୍ରାମା : ପୋଲିସ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର : ଗୋଟିଏ ପଟେ ତାତି ବଢୁଛି, ଆଉ ଗୋଟିଏ ପଟେ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ରହିଛି । ବିଧାନସଭା ବଜେଟ୍‌ର ୨ୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହେଲା ଦିନଠାରୁ ଚାଲିଛି ହାଇଡ୍ରାମା । କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ
Read More...