Daily Archives

ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ 'ସାମ୍ପ୍ରତିକ ପରିସ୍ଥିତିରେ ସମାନ୍ତରାଳ ଫିଲ୍ମର ପ୍ରାସଙ୍ଗିକତା' ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏ.କେ
Read More...

ବାଟ କଢୁଆଲର ବାର୍ଷିକୋତ୍ସବ ଅନୁଷ୍ଠିତ

ଭାଷା ସ୍ଵିକୃତୀ ଓ ରାଜ୍ୟର ଦ୍ଵିତୀୟ ଭାଷା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ସାଧାରଣ ଜନତାଙ୍କ ଭାବାବେଗ ସହିତ ଜଡିତ ଥିବା ସମ୍ବଲପୁରୀ କୋଶଲି ଭାଷା ସ୍ଵିକୃତି ପାଇଁ ଏବଂ ରାଜ୍ୟର ଦ୍ୱିତୀୟ ଭାଷା ପାଇଁ ସରକାର ତତ୍ପରତା ପ୍ରକାଶ କରନ୍ତୁ
Read More...

ଲୋକାର୍ପିତ ହେଲା ହରିପ୍ରିୟା ଠାକୁରଙ୍କ ଉପନ୍ୟାସ ନୀଳୋତ୍ପଳା

ଲେଖନୀ ଚାଳନା ପାଇଁ ବୟସ ଆଦୌ ପ୍ରତିବନ୍ଧକ ନୁହେଁ ଭବାନୀପାଟଣା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଲାଜୀ ବିହାରଠାରେ ଶ୍ରୀରୂପା ପବ୍ଲିକେସନ୍ସ, ଭବାନୀପାଟଣା ତରଫରୁ ଲେଖିକା ହରିପ୍ରିୟା ଠାକୁରଙ୍କ ପ୍ରଥମ ଉପନ୍ୟାସ “ନୀଳୋତ୍ପଳା” ଲୋକାର୍ପିତ ହୋଇଯାଇଛି ।
Read More...

କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା କୋକିଲ ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) ରେ ଜଣେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା କୋକିଲ ସାହୁଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି ।
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ନିବାସୀ ଧର୍ମପ୍ରାଣା ମହିଳା କେତକୀ ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ତଥା ସ୍ନେହୀ ବ୍ୟକ୍ତିତ୍ୱ ଭାବରେ ସାଇ ପଡିଶା ତଥା ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ସ୍ୱାମୀ
Read More...

ବରପଦା ଇଞ୍ଜିନିୟରିଂ କଲେଜରେ ଅଜବ ସ୍ଥିତି : ୮ମାସ ହେଲା ପାଠପଢା ଠପ୍

ଭଦ୍ରକ : ମ୍ୟାନେଜିଂ କମିଟି ଓ କର୍ମଚାରୀଙ୍କ ମଧ୍ୟରେ ତୁଟୁନି ବିବାଦ । ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ । ୮ ମାସ ହେଲା କଲେଜ ବନ୍ଦ ଯୋଗୁ ପିଲାଙ୍କ ପାଠପଢା ଠପ୍‌‌ ହୋଇଯାଇଛି । କଲେଜ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ଅଭିଯୋଗ କରିସାରିଛନ୍ତି ହେଲେ ପଦକ୍ଷେପ
Read More...

ଡ଼.ରାମ ମନୋହର ଲୋହିଆ ଓ ଭଗତ୍‌ ସିଂଙ୍କ ଶହୀଦ ଦିବସ ପାଳିତ

ଲୋହିଆ ଓ ଭଗତ ସିଂଙ୍କ ବିଚାର ଆଜି ମଧ୍ୟ ପ୍ରାସଙ୍ଗିକଭଗତ୍‌ ସିଂ-ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ମୃତିଚାରଣ ସଭା ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସହରର ଅଗ୍ରଣୀ ବୁଦ୍ଧିଜୀବୀ ଅନୁଷ୍ଠାନ ଭଗତ-ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ନବୀନ ଭବନ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି
Read More...

ରାଜ୍ୟରେ ବଦଳିବ ପାଗ, ୪ ରୁ ୬ ଡିଗ୍ରୀ ବଢିପାରେ ତାପମାତ୍ରା

ଭୁବନେଶ୍ୱର : ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ । ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ । ୪ରୁ ୫
Read More...

ଟ୍ୟୁସନ ଯାଇ ଆଉ ଫେରିଲେନି ନାବାଳିକା

ଭଞ୍ଜନଗର : ଗଞ୍ଜାମ କୋଟାମଣି ପାହାଡ ପାଖରୁ ଖପୁରୀ ଏବଂ ହାଡ ଜବତ ହେବା ଘଟଣାରେ ଛାନଭିନ୍ । ଘଟଣାସ୍ଥଳରୁ ମୋବାଇଲ୍ , ପ୍ୟାଣ୍ଟ୍, ବେକର୍ ମାଳି ଜବତ ହୋଇଛି । ସାଇଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ନରକଙ୍କାଳଟି ଜଣ ନାବାଳିକାଙ୍କର ବୋଲି ଜଣାପଡିଛି । ଖବର ଅନୁସାରେ
Read More...

ଆକ୍ରମଣ କରି ଘରେ ବୁଲାଇଲେ କଳାକନା

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ବଢ଼ୁଛି ଡକାୟତି ଓ ଲୁଟ୍ ଘଟଣା । ଘରେ ପଶି ଆକ୍ରମଣ କରି ନଗଦ ଟଙ୍କା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ସେହିଭଳି ମାର୍କୋଣା ବଜାରରେ ଏକ ମୋବାଇଲ ଦୋକାନରେ ଲୁଟ୍ ବେଳେ ତିନି ଲୁଟେରାଙ୍କୁ ମାଡି ବସିଥିଲା ପୋଲିସ । ସୂଚନାଯୋଗ୍ୟ
Read More...