ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଲା ଆଉ ଏକ ଟ୍ରକ୍
ଜହ୍ନାପଙ୍କ : ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପଟିଲା ଆଉ ଏକ ଟ୍ରକ୍ । ଡ୍ରାଇଭର୍ ଓ ହେଲପର୍ ଗୁରୁତର । ଶନିବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଫେରାର୍ ହୋଇଯାଇଛି । ସୂଚନାଅନୁଯାୟୀ, ଶନିବାର!-->…
Read More...
Read More...