Daily Archives

ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁରରେ : ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ , ବରଗଡ , ବଲାଙ୍ଗିର , ଢେଙ୍କାନାଳ ,ଦେବଗଡ ,ଝାରସୁଗୁଡା ,କେନ୍ଦୁଝର ,ସମ୍ବଲପୁର ,ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲା ର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି ଆର୍ମି
Read More...

ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପକ୍ଷରୁ ଆଭାସୀ ମାଧ୍ୟମରେ ସ୍ୱର୍ଗତ କବି ଲିଙ୍ଗରାଜ ଚିନ୍ଦାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶୋକସଭା ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାନେତ୍ରୀ ସଂଯୁକ୍ତା
Read More...

ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ : ସହରର ପ୍ରାଇଭେଟ୍ ସ୍କୁଲକୁ ଦେଲେ ସୋ କଜ ନୋଟିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ ) : ପ୍ରାଇଭେଟ ସ୍କୁଲରେ ନିଜେ ବହିଖାତା ବିକ୍ରୀ କରୁଥିବା ଜାଣି ଟିଟିଲାଗଡ଼ ବହି ଦୋକାନୀ ସଂଘ ପକ୍ଷରୁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ମୂଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ବଣିକ
Read More...

ୱାଇଏମ୍‌ଏଫ୍‌ଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସରେ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ମୁଭମେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ନିଆରା ଆଲୋଚନା ଚକ୍ର ଓ ପ୍ରେରଣା ପ୍ରତିଭା ସମ୍ମାନ ସମାରୋହ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ
Read More...

ବ୍ରହ୍ମପୁର ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିି ଯାଇଥିବା ପରିଲକ୍ଷିତ ହୋଇଛି । ଯାହାକି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିଶେଷ କରି କୋଉଠି ନା କୋଉଠି ବିଶୃଙ୍ଖଳା ସୃଷ୍ଟି ହେବା, ରାହାଜାନୀ, ହଣାମରା, ଗୁଣ୍ଡାଗିରି
Read More...

ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହରର ପ୍ରାଇଭେଟ୍ ସ୍କୁଲକୁ ଦେଲେ ସୋ କଜ୍‌ ନୋଟିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରାଇଭେଟ୍ ସ୍କୁଲରେ ନିଜେ ବହିଖାତା ବିକ୍ରି କରୁଥିବା ଜାଣି ଟିଟିଲାଗଡ଼ ବହି ଦୋକାନୀ ସଂଘ ପକ୍ଷରୁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ବଣିକ ସଂଘ,
Read More...

ନୂଆଦିଲ୍ଲୀରେ ‘ଇଣ୍ଡିଆ ୨୦୪୭: ବିଲ୍ଡିଂ ଏ କ୍ଲାଇମେଟ୍- ରେଜିଲିଏଣ୍ଟ ଫ୍ୟୁଚର୍’ ଉପରେ ଆଲୋଚନାଚକ୍ର ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ସିସି) ସହଯୋଗରେ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ସାଉଥ୍ ଏସିଆ ଇନଷ୍ଟିଚ୍ୟୁଟ୍ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସାଲାଟା ଇନଷ୍ଟିଚ୍ୟୁଟ୍ ଫର୍‌ କ୍ଲାଇମେଟ୍ ଆଣ୍ଡ
Read More...

ଓ୍ୱେଭ୍ସ ଓଟିଟି ଭାରତରେ ଡିଏଫ୍‌ବି- ପୋକଲ ସେମିଫାଇନାଲ ଓ ଗ୍ରାଣ୍ଡ ଫିନାଲେ ସିଧାପ୍ରସାରଣ କରି ପ୍ରଶଂସକଙ୍କୁ…

ଓ୍ୱେଭ୍ସ ଓଟିଟି ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଘୋଷଣା କରିଛିଡିଏଫ୍‌ବି-ପୋକଲ ଫାଇନାଲ୍ ଖେଳିବେ ଜର୍ମାନୀ ଗସ୍ତ ବିଜେତାଭାରତ-ଜର୍ମାନୀ ଫୁଟ୍ବଲ୍ ଭାଗିଦାରୀ ସୁଦୃଢ଼ଡିଏଫ୍‌ବି-ପ୍ରସାର ଭାରତୀ ଚୁକ୍ତି ଜର୍ମାନୀରେ ୨୦ ଜଣ ଯୁବ ଭାରତୀୟ ଫୁଟବଲ ଖେଳାଳିଙ୍କ
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି । ନୂତନ ସଭାପତି ଅକ୍ଷୟ କୁମାର ରଣା, ସମ୍ପାଦକ ଅନିଲ ରଣା, ସହ-ସଂପାଦକ ଅନାଦି ରଣା, କୋଷାଧ୍ୟକ୍ଷ
Read More...

ଦାଦନ ଅରକ୍ଷିତ ପାଇଁ ଦଇବ ସାଜିବ କିଏ

ଜୟପାଟଣା, (ଶେଷ ଦେବ ବେହେରା) : ଚାଳିଶ ଡିଗ୍ରୀ ତାତିରେ ମଣିଷ ଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏମିତି ବି ମଣିଷ ଅଛନ୍ତି ଯେଉଁ ମାନଙ୍କୁ ପରିସ୍ଥିତି ବାଧ୍ୟ କରିଛି ଖୋଲା ଛାତ ଉପରେ ପାଳ ଖଣ୍ଡିଏ ଢାଙ୍କି ଦିନ କଟିବାକୁ । ସେମାନଙ୍କ ପାଇଁ ସମସ୍ତ
Read More...