Daily Archives

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଏକଦିବସୀୟ ଜାତୀୟ କର୍ମଶାଳା

ରାଉରକେଲା : (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ " ମେଥୋଡୋଲୋଜି ମେଡ୍ ଇଜି: ଏ ବିଗନର୍ସ ଗାଇଡ୍" ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପଥପଦର୍ଶକ ଭାବେ ପଦ୍ଧତି ବିଦ୍ୟା ସରଳୀକରଣ କରିଥାଏ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
Read More...

୨ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର : ରାସ୍ତା ଉପରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ । ୨ ଭାଇ ବାଇକରେ ଯାଉଥିବା ବେଳେ ପଛ ପଟୁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଏକ ବାଇକରେ ଆସି ଆକ୍ରମଣ କରି ୨ ଦୁର୍ବୃତ୍ତ ଫେରାର । ୨ ଦୁର୍ବୃତ୍ତ ମୁହଁରେ ମଙ୍କି କ୍ୟାପ୍ ପିନ୍ଧି ଆସିଥିଲେ । ବଡଗଡ ଥାନା ଅଞ୍ଚଳରେ ଘଟିଛି ଘଟଣା ।
Read More...

କ୍ରୁ-୯ ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

● ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-୯ ମହାକାଶଚାରୀମାନେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-୯
Read More...

ଆମ୍ୱ ବଗିଚାରେ ଗୋଡ଼ାଇଲା ଦନ୍ତା, ଖସିପଡ଼ି ଜଣେ ଗୁରୁତର

ନରସିଂହପୁର : ହାତୀ ଆକ୍ରମଣରୁ ନିଜରୁ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିବା ବେଳେ ଖସିଗଲା ଗୋଡ଼ । ତଳେ ପଡ଼ି ଯିବାରୁ ବାମ ହାତରେ ପଶିଗଲା ବାଉଁଶ ଖୁଣ୍ଟା । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସାଗର ଗାଁର ରବୀନ୍ଦ୍ର କୁମାର ସାହୁ (୫୨) ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ
Read More...

ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ
Read More...

ଟିଟିସିଲେଟ ଗ୍ରାମରେ ଜୈବିକ ଚାଷ ଉପରେ ସଚେତନ ପଦଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ଅର୍ନ୍ତଗତ ଟିଟିସିଲେଟ ଗ୍ରାମର ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ମାଁ ମାଉଲି ଚାଷୀ କମିଟି ମାଧ୍ୟମରେ ଶ୍ରମିକ ଶକ୍ତି ସଂଘ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରିବାର ଉପାଦେୟତା ଉପରେ ଏକ ସଚେତନ
Read More...

ବାବା ସାହେବ ଆମ୍ବେଦକର ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗେଟସରୋବରପଡା ସ୍ଥିତ ଡ. ବି.ଆର. ଆମ୍ବେଦକର କ୍ଲବ ପରିସରରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକେଶ୍ୱର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଉପସ୍ଥିତ ଥିବା ସଭ୍ୟମାନେ
Read More...

ଅଧରାତିରେ ଲାଗିଲା ନିଆଁ ଜଳିଗଲା ୩ଟି ଘର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଧରାତିରେ ଲାଗିଲା ନିଆଁ । ଜଳିଗଲା ୩ଟି ଘର । ସୂଚନାଯୋଗ୍ୟ ଯେ, ରାତି ୧ ଘଣ୍ଟା ସମୟରେ ଘରେ ଶୋଇଥିବା ବେଳେ ଅଚାନକ ସଟସର୍କିଟ ଯୋଗୁ ହୁତୁହୁତୁ ହୋଇ ନିଆଁ ଜଳୁଥିବା ଦେଖି ଭୟଭୀତ ହୋଇ ଉଠିଥିଲେ ତିନି ପରିବାର । ଆଖପାଖ ସାହି ପଡିଶା ଲୋକମାନେ ମଧ୍ୟ
Read More...

ଦୀପକ ସାହୁଙ୍କ ହତ୍ୟା ଘଟଣା, ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାତୀଓଟ ଗ୍ରାମର ଦୀପକ ସାହୁ ହତ୍ୟା ଘଟଣା । ୧୦ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ । ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଆଧାରରେ ହତ୍ୟା ଘଟଣାର
Read More...

ଶିକ୍ଷକ କୀର୍ତ୍ତନ ବେହେରାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କପିଲାଭଟା ପଞ୍ଚାୟତ ତାଲଭଟା ନିବାସୀ କୀର୍ତ୍ତନ ବେହେରାଙ୍କ ୫୭ ବର୍ଷ ବୟସ ରେ ପରଲୋକ ହୋଇଛନ୍ତି ।
Read More...