Daily Archives

ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର । ମିଳିବ ପ୍ରୋତ୍ସାହନ ରାଶି । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ସ୍ୱତନ୍ତ୍ର ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୧୫ଶହ ଟଙ୍କା । ସହାୟିକାଙ୍କୁ ୫ଶହ ଟଙ୍କାର ପୁରସ୍କାର ମିଳିବ ।
Read More...

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ

ପିପିଲି : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା । ପିପିଲି ଉତ୍ତରା ନିକଟ ଦିଶା ଫାଉଣ୍ଡେସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୨୬ ବର୍ଷୀୟା ଶୁଭାଶିଷ ନାୟକ । ବୁଧବାର ରାତିରେ ଶୁଭାଶିଷଙ୍କୁ ପିଟିପିଟି ମାରିଦେଇଥିବା ନେଇ
Read More...

ଛତ୍ରପୁର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ, ଗଞ୍ଜାମରେ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୯ ତମ ଜୟନ୍ତୀ ସମାରୋହ ଗଞ୍ଜାମ ଜିଲ୍ଲାସ୍ତରରେ ବର୍ଣ୍ଣାଢ଼୍ୟ ସମାରୋହରେ ବୁଧବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାସଦର ମହକୁମା ଛତ୍ରପୁର ସ୍ଥିତ
Read More...

ଅଭିରାମ ପରମହଂସ ଦେବଙ୍କ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ରାମପଲ୍ଲୀରେ ପ୍ରତିଷ୍ଠିତ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ପ୍ରତିଷ୍ଠାକେନ୍ଦ୍ର କରମଳା
Read More...

କୋର୍ଟରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଗୁରୁବାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ହେଉଛି । ପାଟଣାଗଡ ADJ କୋର୍ଟରେ ହାଜର ହୋଇଛନ୍ତି ପୁଞ୍ଜିଲାଲ । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି ।ମାନ୍ୟବର
Read More...

ଦକ୍ଷିଣ ରାଉରକେଲାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ
Read More...

ଜୀବନବୀମା ନିଗମ, ଅବସରପ୍ରାପ୍ତ ଅଫିସର ସଂଘର ସ୍ୱତନ୍ତ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଜୀବନ ବୀମା ପ୍ରଥମ ଶ୍ରେଣୀ ଅବସରପ୍ରାପ୍ତ ଅଫିସର ସଂଘର ଓଡିଶା ଶାଖା ଅଧିନସ୍ଥ ସମ୍ବଲପୁର ମଣ୍ଡଳ ୟୁନିଟ ତରଫରୁ ରାଉରକେଲା ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖାର କାର୍ଯ୍ୟକାରୀ ସଦସ୍ୟ ନୃସିଂହ ଚରଣ ବିଶ୍ଵାଳଙ୍କ
Read More...

ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଜରୁରି

ନୂଆଦିଲ୍ଲୀ : ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ କରିବା ଅଧିକ ଜରୁରି । ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଈଶ୍ୱର ବିରାଜମାନ କରନ୍ତି । ଆମକୁ ମାନସିକତା ବଦଳାଇବାର ଅଛି । ଦେଶରେ ଲିଙ୍ଗଗତ ସମାନତା ଏବେ ବି ଅଧୁରା ରହିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌
Read More...

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଗ୍ୟାରେଜ

ପାରାଦୀପ : ଜଳିଗଲା ଗ୍ୟାରେଜ ସହ ଦୋକାନ । ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ବୁଧବାର ବିଳମ୍ବିତ ରାତିରେ ପାରାଦୀପ ସହରର ଦୋଛକି ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଗ୍ୟାରେଜରେ ଥିବା ପୋଡା ମୋବିଲ ତେଲରେ ନିଆଁ ଲାଗିଯାଇଥିଲା । ନିଆଁ
Read More...

ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ, ହେଲେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି : ଅଧାରେ ରହିଲା ମାଟ୍ରିକ ପରୀକ୍ଷା । ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ ହେଲେ ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ଘଟଣାସ୍ଥଳରେ ଜଣେ
Read More...