Daily Archives

ନିଖୋଜ ନାବାଳକର ଝୁଳନ୍ତା ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

କଳାହାଣ୍ଡି, (ଶେଷଦେବ ବେହେରା) : କଲମପୁର ଥାନା ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମପଞ୍ଚାୟତ ଆମଜୋର ଗାଁରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀ ପଢ଼ୁଥିବା ଏକ ନାବାଳକଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ସୂଚନା ଅନୁଯାୟୀ ଗାଁର ଅର୍ଜୁନ ରାଉତଙ୍କ ଦଶମ
Read More...

ବାଲିଘାଟରେ ଚଢାଉ ୩ ଟ୍ରକ ଜବତ

ରାଉରକେଲା,(ସସ୍ମିତା ପ୍ରଧାନ) : କାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକଙ୍କ ନେତୃତ୍ୱରେ ପାନପୋଷ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କାର୍ଡ ଉପଖଣ୍ଡର ୪ଟି ବାଲିଘାଟରେ ଚଢାଉ କରି ବେଆଇନ ଚୋରି ଚାଲାଣରେ  ୩ଟି ବାଲିରେ ଭର୍ତ୍ତି ଟ୍ରକକୁ ଜବତ କରିିଛି । ମିଳିଥିବା ସୂଚନା ଅନୁସାରେ
Read More...

ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଗୃହ ଉଦ୍‌ଘାଟିତ

ସଇଁତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବୁଢାବାହାଲ ପଞ୍ଚାୟତ ଠାରେ ଗୁରୁବାର ଯାଦବ ଭବନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ଲକ୍ଷଣ ବାଗ ଯୋଗଦାନ କରି ସମସ୍ତ
Read More...

ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ତ୍ରିଦିବସୀୟ "ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା" ବାଙ୍କିପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁନୀଲ କୁମାର ସେଠଙ୍କ
Read More...

ଚମକିଲେ ବଲାଙ୍ଗିର ମାଟିର ବୋହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ସାଜିଲେ ବଲାଙ୍ଗିରର ବୋହୁ ତଥା ଝିଅ । ପଙ୍କରୁ ପଦ୍ମ ଫୁଟିଲା ପରି ଏକ ମଫସଲ ଗାଁରୁ ଆସିଥିବା ଏକ ଝିଅ ତଥା ବୋହୁ ଆଜି ସାରା ରାଜ୍ୟରେ ନିଜ ଗାଁ ତଥା ନିଜ ପରିବାରର ନା ରଖି ଗୌରବାନ୍ୱିତ କରାଇଛନ୍ତି । ଭୁବନେଶ୍ୱର ଠାରେ
Read More...

‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ

ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି ହିତାଧିକାରୀ୩୨୧ ଜଣଙ୍କୁ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥ
Read More...

ବେହେରାମାଲ କ୍ଲଷ୍ଟର ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ବଡ଼ଭାଲୁପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ
Read More...

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ବିଜୁ ପଟ୍ଟନାୟକ ଥିଲେ ଧର୍ମୀୟ ତଥା ଆଞ୍ଚଳିକ ସଂକୀର୍ଣ୍ଣତାର ବହୁ ଉପରେ ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଥିଲା ହିମାଳୟ ପରି ଉତ୍ତୁଙ୍ଗ । ସଂକୀର୍ଣ୍ଣ ଧର୍ମାନ୍ଧତା କିମ୍ବା ଆଞ୍ଚଳିକତା ଠାରୁ ସେ ଥିଲେ ବହୁ ଉବରେ । ସାରା ଓଡ଼ିଶାକୁ ସେ ନିଜର ଘର ବୋଲି
Read More...

କେନ୍ଦୁଟିକିରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର କେନ୍ଦୁଟିକିରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ଚେୟାରପର୍ସନ ସୁବାଷ ପାଣ୍ଡେଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ
Read More...

ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ ସଭା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ନେଇ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ
Read More...