Daily Archives

ଆଇନ ଶୃଙ୍ଖଳା ଓ ସମନ୍ୱୟ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀର ଡବଲ ଇଞ୍ଜିନ ସରକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶା ଅନୁଯାୟୀ ଏକ ବିକଶିତ ଏବଂ ସୁରକ୍ଷିତ ଦିଲ୍ଲୀ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିବେବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶରେ ପ୍ରବେଶ କରିବାରେ ସାହାଯ୍ୟ
Read More...

ସିନ୍ଧେକେଲା ପଞ୍ଚାୟତ ଭତାସର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ଅବସର ସମ୍ବର୍ଦ୍ଧନା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ପଞ୍ଚାୟତ ଭତାସର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୮୮ ମସିହାନୁ ଶିକ୍ଷକତା ଆରମ୍ଭ କରିଥିବା ବିଜୟ କୁମାର ସାହୁ
Read More...

ଆଇଏଚ୍ଏମ୍ ଭୁବନେଶ୍ୱରର ବାର୍ଷିକ ଦିବସ ପାଳିତ ଏବଂ ଇଆଇସିଏ ଓଡ଼ିଶା ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, (ପିଆଇବି) : ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍ (ଆଇଏଚ୍ଏମ୍), ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠାନର ବାର୍ଷିକ ଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି । ଏହା ଆତିଥ୍ୟ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହି ଅବସରରେ ଇଷ୍ଟର୍ଣ୍ଣ
Read More...

ୟୁରୋପିଆନ୍ କମିଶନର ଅଧ୍ୟକ୍ଷ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପିଆନ କମିଶନର ପ୍ରେସିଡେଣ୍ଟ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୟୁରୋପୀୟ ସଂଘ-ଭାରତର ରଣନୈତିକ ଭାଗିଦାରୀ ସେମାନଙ୍କ ଜନସାଧାରଣ ଏବଂ ବିଶ୍ୱ କଲ୍ୟାଣ ପାଇଁ ବୃହତ୍ ଲାଭ ପ୍ରଦାନ କରିଛି ।
Read More...

ଶିବ ମନ୍ଦିରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଯାଜପୁର : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଯାଜପୁର ଜିଲ୍ଲା ଟାଉନ୍‌ ଥାନା ମୋଟରାଙ୍ଗପାଳ ଗାଁ ମଝିରେ ଥିବା ଈଶାନେଶ୍ୱର ଶିବ ମନ୍ଦିରରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୟୁରୋପୀୟ ଆୟୋଗର କାର୍ଯ୍ୟନିବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ

• ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କ ନିବିଡ ହେବ - ଧର୍ମେନ୍ଦ୍ର ପ୍ରଧାନ• ପ୍ରଯୁକ୍ତିବିଦ୍ୟା, ଏଆଇ, ଜଏଣ୍ଟ/ଡୁଆଲ ଡିଗ୍ରୀ, ଶିକ୍ଷକ ବିନିମୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱିପାକ୍ଷିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ•
Read More...

ୟୁରୋପୀୟ କମିଶନ ଅଧ୍ୟକ୍ଷଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ…

ମାନନୀୟ, ୟୁରୋପୀୟ କମିଶନର ଅଧ୍ୟକ୍ଷ,ୟୁରୋପୀୟ କମିଶନର ବୃନ୍ଦ,ପ୍ରତିନିଧିଗଣ,ଗଣମାଧ୍ୟମ ବନ୍ଧୁଗଣ, ନମସ୍କାରୟୁରୋପୀୟ କମିଶନର ଅଧ୍ୟକ୍ଷ ଏବଂ ଅନ୍ୟ କମିଶନର ବୃନ୍ଦଙ୍କ ଏହି ଭାରତ ଗସ୍ତ ଅଭୂତପୂର୍ବ । ଏହା କେବଳ ୟୁରୋପୀୟ କମିଶନଙ୍କ ପ୍ରଥମ ଭାରତ ଗସ୍ତ ନୁହେଁ, ବରଂ ପ୍ରଥମଥର ପାଇଁ କୌଣସି
Read More...

ଓଜେୟୁ ରାଜ୍ୟ ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀଙ୍କୁ ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ କ୍ଳବର ଉପସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାକୁଡ଼ ପୁନର୍ବାର ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ଆବାହିକା ଭାବେ ଚୟନ ହୋଇଛନ୍ତି । ଗତ ତିନିବର୍ଷ ତଳେ ସେ ଏହି ପଦବୀରେ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଚୟନ କରିଥିଲେ । ପୁଣି
Read More...

“କୃଷି ଓ ଗ୍ରାମୀଣ ସମୃଦ୍ଧି” ଶୀର୍ଷକ ବଜେଟ ପରବର୍ତ୍ତୀ ୱେବିନାର ଆସନ୍ତାକାଲି ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅଭିଭାଷଣ ରଖିବେକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷକମାନଙ୍କୁ ସମ୍ବୋଧିତ କରିବେ ନୂଆଦିଲ୍ଲୀ, (ପିଆଇବି) : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର 'କୃଷି ଓ ଗ୍ରାମୀଣ ସମୃଦ୍ଧି' ଶୀର୍ଷକ ଦିନିକିଆ
Read More...

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ସଭାପତିତ୍ୱ ଓ ଅଭିଭାଷଣରେ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ ହେଉଥିବା ଯୋଗୁଁ ସାଧାରଣ
Read More...