ବିରିପାଲି ଧବଳେଶ୍ଵର ବାବା ପୀଠ ଠାରେ ମହାଶିବରାତ୍ରି ପାଳିତ
ପଦ୍ମପୁର, ( ନିରୋଜ କୁମାର ପାଣୀ) : ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଚଳଚଞ୍ଚଳ ହୋଇଛି ଶୈବପୀଠ । ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ । ଦର୍ଶନ ପାଇଁ ଶିବ ମନ୍ଦିରରେ!-->…
Read More...
Read More...