Monthly Archives

February 2025

ଟିଟିଲାଗଡ଼ର ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା । ସେ ପୂର୍ବରୁ ବରଗଡ଼ ବିଜେପୁର ଠାରେ ଥାନାଧିକାରିଣୀ ଭାବେ କାର୍ଯ୍ୟ ଦାୟିତ୍ଵ ତୁଲାଉଥିଲେ । ବୁଧୁବାର ଦିନ ସେ ଟିଟିଲାଗଡ଼ ଥାନାରେ ଆସି ଯୋଗଦେଇଛନ୍ତି । ଯୋଗ
Read More...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢିଲା ୫ ହଜାର ଶିକ୍ଷକଙ୍କ ଦରମା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ସମଗ୍ର
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ହୋହାଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲରୁ ଆସୁଛି ଏକ ବଡ଼ ଖବର । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ମୃତ ନବଜାତ ଶିଶୁଙ୍କ ପରିବାର ଲୋକେ । ବଲାଙ୍ଗିରର ସହରର ସାଲେପାଲି ନିବାସୀ ସୁବାଷ ଶର୍ମା ଦୀର୍ଘ ୩ ଦିନ
Read More...

ମା’ ଦକ୍ଷିଣକାଳୀ ମନ୍ଦିରରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ଆଠଗଡ଼ : ମନ୍ଦିରରୁ ବଡ଼ଧରଣର ଲୁଟ୍‌ । କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍‌ ହୋଇଛି । ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ବୁଧବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ତାଲା
Read More...

ପବିତ୍ର କୁମ୍ଭ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ : ବୁଧବାର କୁମ୍ଭ ସଂକ୍ରାନ୍ତି ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ (ଗଜୋଦ୍ଧାରଣ) ବେଶ । ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥିବେ । ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ ଠାକୁରେ । ଦିଅଁଙ୍କ
Read More...

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର
Read More...

କଟକ କାଠ ଯୋଡ଼ି ନଦୀରୁ ମୃତଦେହ ଠାବ

କଟକ : କାଠ ଯୋଡ଼ି ନଦୀରୁ ମୃତଦେହ ଠାବ । ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ପଡି ରହିଛି । ମୃତକ ଜଣେ ଛାତ୍ର ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ ତାଙ୍କର ପରିଚୟ ମିଳିପାରିନାହିଁ । ମଙ୍ଗଳବାର ପୂର୍ବାହ୍ନରୁ ଘରୁ ବାହାରି ଆଉ ଫେରିନଥିଲେ ଛାତ୍ର । ପରିବାର ଲୋକ ବହୁ
Read More...

ଭୀମସାରରେ ପୁଣି ରାଗିଂ

ସମ୍ବଲପୁର : ଭୀମସାରରେ ପୁଣି ରାଗିଂ ଅଭିଯୋଗ । କିଛି ଦିନ ପରେ ପୁଣି ଭୀମ୍‌ସାରରେ ଉଠିଛି ରାଗିଂ । ଭୀମସାଦ୍ୱିତୀୟ ବର୍ଷର ଛାତ୍ର ହଷ୍ଟେଲ୍‌ରେ ଥିବା ବେଳେ କିଛି ଜଣ ତୃତୀୟ ବର୍ଷର ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛି କି ବୋଲି ପଚାରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାଡ
Read More...

ୱେଭ୍ସ ସମ୍ପର୍କିତ ବୌଦ୍ଧିକ ଆଲୋଚନା ଚକ୍ର ଏବଂ ଦସ୍ତଖତ ଅଭିଯାନ ଆୟୋଜିତ

● ୱେଭସ୍ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଅଭିବୃଦ୍ଧି ଏବଂ ବୈଶ୍ୱିକ ପ୍ରସାରରେ ଯୋଗଦାନ କରିବ: ଅଖିଳ ମିଶ୍ର, ଏଡିଜି, ପିଆଇବି ନୂଆଦିଲ୍ଲୀ, (ପିଆଇବି) : ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପକୁ ଆହୁରି ବ୍ୟାପକ କରିବା ଏବଂ ବିଶ୍ୱସ୍ତରରେ ଏହାର ପ୍ରଭାବ ବୃଦ୍ଧି କରିବା
Read More...

ଜାମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର 'ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର "ପାଇଁ ପ୍ରତିବଦ୍ଧଆତଙ୍କବାଦ-ପାଣ୍ଠି ଯୋଗାଣ ଉପରେ ନଜର ରଖିବା, ନିଶା-ଆତଙ୍କ ମାମଲା ଉପରେ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ସମଗ୍ର ଆତଙ୍କୀ ଇକୋସିଷ୍ଟମକୁ ଧ୍ୱଂସ କରିବା ମୋଦୀ ସରକାରଙ୍କ
Read More...