Monthly Archives

February 2025

୨୦୨୫ ମହାକୁମ୍ଭରେ ଯୋଗଦାନ ପାଇଁ ରେଳ କର୍ମଚାରୀମାନଙ୍କୁ ପ୍ରଶଂସା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଭାରତୀୟ ରେଳବାଇ ସଫଳତାର ସହ ୧୬,୦୦୦ରୁ ଅଧିକ ଟ୍ରେନ୍ ପରିଚାଳନା କରିଛି, ଯାହା ୪.୫ କୋଟିରୁ ଅଧିକ ଭକ୍ତଙ୍କ ପାଇଁ ଯାତ୍ରା ସୁବିଧା ପ୍ରଦାନ କରିଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ
Read More...

ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାସ୍ତରୀୟ ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ ପୁଇଁତଲା ବ୍ଳକ ନିଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମକର୍ତ୍ତା ଚୟନ କରାଯିବା ସହ ମହୋତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ସର୍ବସମ୍ମତି କ୍ରମେ ଆସନ୍ତା ଏପ୍ରିଲ ମାସ ୨୭
Read More...

ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନିକିଆ ଟି.ବି. ମୁକ୍ତ ପଞ୍ଚାୟତ ହେବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା । ଛତ୍ରପୁର ବ୍ଲକ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା,
Read More...

ହଳଦୀ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଅଭିଯୋଗ

କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ସହିତ ୬ଶିକ୍ଷକ ନିଲମ୍ବିତପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ରାଜ୍ୟରେ ବର୍ତମାନ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଚାଲିଥିବା ବେଳେ ଏହି ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା
Read More...

ଛତ୍ରପୁରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଜାଗର ମେଳା ସମାରୋହରେ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିଭିନ୍ନ ଶୈବାଳୟ ଏବଂ ଏହାର ଆଖପାଖ ବିଭିନ୍ନ ଶୈବପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଦେଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଭକ୍ତମାନେ ଶିବ ମନ୍ଦିର ବେଢ଼ା ପରିସରରେ ସନ୍ଧ୍ୟାରେ ଆରତୀ ଦର୍ଶନ
Read More...

ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁଙ୍କୁ ଶ୍ରୀ ଧବଳେଶ୍ଵର ମହା ଶିବରାତ୍ରୀ ମହୋତ୍ସବ କମିଟିର ଭୂତିବାହାଲ ଦ୍ୱାରା ଶିକ୍ଷକ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହୋଇଛନ୍ତି । ସଭାପତି
Read More...

ବାହାଘରରେ ବରକୁ ହତ୍ୟା ପାଇଁ ସୁପାରି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବାବିଜୋର ଗାଁରେ ବରକୁ ବେଦି ଉପରେ ମାରିବା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ମୋହନଗିରିରେ ଜଣେ ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଦେଓଗାଁ ଥାନା ମହଲାଇ ଗାଁର ସୁଶାନ୍ତ
Read More...

ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ସହ ନାମ ସଙ୍କୀର୍ତ୍ତନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରସିଦ୍ଧ ଜାଗର ଯାତ୍ରା ବୁଧବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ବାବା ଧବଳେଶ୍ଵରଙ୍କ ମନ୍ଦିରକୁ ଲୋକେ ଦର୍ଶନ କରିବା ପାଇଁ ଆସୁଛନ୍ତି । ସେହିପରି ଟ୍ରଷ୍ଟ ପକ୍ଷରୁ ଗତ ୨୫ ତାରିଖ ଅଧିବାସ ଠାରୁ ନାମ ସଙ୍କୀର୍ତ୍ତନ ଆରମ୍ଭ
Read More...

ପ୍ରେମ ହେଲା କାଳ ତଣ୍ଟି ଚିପି ମାରି ଜଙ୍ଗଲରେ ଫିଙ୍ଗି ଦେଲେ ମୃତଦେହ

ଦେବଗଡ଼ : ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତ୍ରିକୋଣୀୟ ପ୍ରେମରୁ ନାବାଳକଙ୍କୁ ହତ୍ୟା । ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ
Read More...

ନିଖୋଜ ନାବାଳକ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ୨ ଦିନ ହେଲା ନିଖୋଜ ଥିଲେ, ଜଙ୍ଗଲରୁ ନାବାଳଙ୍କ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମ୍ୟ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସେହି ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭ ବର୍ଷ) ବୋଲି ଜଣାପଡ଼ିଛି । ପୋଲିସ ୨
Read More...