Monthly Archives

February 2025

ମୋହନଗିରି ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ

ମ.ରାମପୁର (ପି.କେ. ସାହୁ) : ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନଗିରିର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ତଥା କଲେଜ ସଭାପତି ଭୂପିନ୍ଦର ସିଂ, ମୁଖ୍ୟ ବକ୍ତା ଡ଼ଃ ଶିବ ପ୍ରସାଦ ବେହେରା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ
Read More...

ମଦନପୁର ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଠାରେ ଥିବା ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦିବା ୧୦ଟା ସମୟରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟିର ସଭାପତି ଆଇନଜୀବୀ
Read More...

ପାଇକମାଲରେ ନୂତନ ଥାନା ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଥାନା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଜଗଦଲପୁର ଥାନାରେ କାର୍ଯ୍ୟରତ ଥିଲେ । ପାଇକମାଲ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରଥମ କର୍ତ୍ତବ୍ୟ
Read More...

ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଚାଳକ

ନୀଳଗିରି : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି । ଅଳ୍ପକେ ବର୍ତ୍ତିଲେ ଚାଳକ । ଗୁରୁବାର ଦିନ ୯ଟାରେ ଏହି ଘଟଣା ଘଟିଛି । ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିର ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିର ବାର୍ଷିକ ଉତ୍ସବ ବହୁତ ଧୂମଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର, କଳ୍ପନା ଗୁଇଁ, ଆଶାମୟୀ ଭୋଇ,
Read More...

ସମବାୟ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର ଚାଷୀ ଏବଂ ଗ୍ରାମାଞ୍ଚଳର ହିତ ପାଇଁ ସମବାୟ ମନ୍ତ୍ରଣାଳୟ ଗଠନ କରି 'ସମବାୟ ମାଧ୍ୟମରେ ସମୃଦ୍ଧି'ର ମନ୍ତ୍ର ଦେଇଥିଲେଖୁବ୍ ଶୀଘ୍ର PACS ବିମାନ ଟିକେଟ୍ ମଧ୍ୟ ବିକ୍ରି କରିପାରିବେତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ବିଲ୍ ଖୁବ୍ ଶୀଘ୍ର
Read More...

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା ଲଖନପୁର ଛାତ୍ରୀଙ୍କ ସହ କଥା ହେଲେ…

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରୀତି ବିଶ୍ୱାଳର ଚିନ୍ତାଧାରା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି- ଧର୍ମେନ୍ଦ୍ର ପ୍ରଧାନଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପ୍ରୀତି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଷୟ କେନ୍ଦ୍ରିକ ଥିଲାଛାତ୍ରଛାତ୍ରୀ
Read More...

ରିଲ୍ ନିର୍ମାତା ଓ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରସିଦ୍ଧି ପାଇବାର ସୁବର୍ଣ୍ଣ ସୁଯୋଗ ଆଣିଛି…

ଶୀଘ୍ର କରନ୍ତୁ, ମାତ୍ର ଦୁଇ ଦିନ ବାକି, ବିଶ୍ୱସ୍ତରରେ ନିଜର କାମକୁ ମାନ୍ୟତା ଦେବା ଲାଗି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, ଫେବୃଆରୀ ୧୫ ସୁଦ୍ଧା ନିଜର ଆବେଦନ କରନ୍ତୁ ଦାଖଲକ୍ରିଏଟ୍ ଇନ୍ ଇଣ୍ଡିଆ ପ୍ରତିଯୋଗିତାର ଅଂଶବିଶେଷ ଭାବେ ଓ୍ୱେଭ୍ସ ଉତ୍କର୍ଷତା ପୁରସ୍କାର ବିଶ୍ୱସ୍ତରୁ ଆବେଦନ ଆହ୍ୱାନ
Read More...

ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମାର୍ସିଲେରେ ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦ୍‌ଘାଟନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଇମାନୁଏଲ ମାକ୍ରନ ଆଜି ମାର୍ସିଲେରେ ନୂତନ ଭାବରେ ଖୋଲାଯାଇଥିବା ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାକ୍ରନଙ୍କ
Read More...

ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ମାଜାରଗ୍ୟୁସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସକାଳେ ମାର୍ସିଲିର ମାଜାରଗ୍ୟୁସ୍ ଯୁଦ୍ଧ ସମାଧି ସ୍ଥଳ ପରିଦର୍ଶନ କରିଥିଲେ ଓ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...