Monthly Archives

February 2025

ତୁରେକେଲା ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଦିନ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଲନ୍ଧର ମହାକୁଡଙ୍କ ସଭାପତିତ୍ୱରେ ସଭା
Read More...

ପି.ଡବ୍ଲୁ.ଡି. ରୋଡରୁ ଲେବେଡା ପି.ଏମ୍‌.ଜି.ଏସ୍‌.ୱାଇ ରୋଡ ନିର୍ମାଣରେ ଦୁର୍ନିତି ଅଭିଯୋଗ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗ୍ରାମ୍ୟ ରାସ୍ତା ନିର୍ମାଣ ଡିଭିଜନର ପି.ଡବ୍ଲୁ.ଡି. ରୋଡରୁ ଲେବେଡା ଗ୍ରାମକୁ ନିର୍ମାଣଧିନ ପ୍ରଧାନମନ୍ତ୍ରୀ ସଡକରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ
Read More...

ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

କଟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି କଟକ ପୋତାପୋଖରୀ ଗାନ୍ଧୀ ପଲ୍ଲୀ ନିକଟରେ ଥିବା ଏକ ବସ୍ତିରେ । ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ ସିହ୍ନା ଏକ ଧାରୁଆ ଅସ୍ତ୍ରରେ ନିଜ ପଡ଼ୋଶୀ ପ୍ରିୟତମା
Read More...

ବନବିଭାଗ ଦ୍ୱାରା ରାତିରେ ପେଟ୍ରୋଲିଙ୍ଗ ବେଳେ ଲକ୍ଷାଧିକ ଟଙ୍କାର ଖଇର କାଠ ଜବତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଲର୍କି ସେକ୍ସନର ମହୁଲବାହାଲି ଛକ ନିକଟରେ ଗୁରବାର ରାତିରେ ଲକ୍ଷାଧିକ ଟଙ୍କାର ଖଇର କାଠ ବୋଝେଇ ପିକ ଅଫ ଭ୍ୟାନ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ଗୁରୁବାର ମଧ୍ୟ ରାତ୍ରୀରେ କଣ୍ଟାବାଞ୍ଜି ବନ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପରୀକ୍ଷାରେ ଭଲ କର ତତ୍ ସଙ୍ଗେ ସଙ୍ଗେ ଭଲ ମଣିଷ ହୁଅ' ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇସାରିଛି । ଉକ୍ତ ସଭାରେ
Read More...

ଜିଲ୍ଲାପାଳଙ୍କୁ ଶ୍ରମ ବାହିନୀ ତରଫରୁ ବନ୍ଧକ ଶ୍ରମିକରୁ ବଞ୍ଚିଥିବା ଲୋକଙ୍କ ଅଧିକାର ପାଇଁ ଦାବିପତ୍ର ପ୍ରଦାନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମୁଖରେ ଶ୍ରମ ବାହିନୀତରଫରୁ (ଏକ ମୁକ୍ତ ହୋଇଥିବା ବନ୍ଧକ ଶ୍ରମିକ ସଂଘ), ବନ୍ଧକ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବନ୍ଧକ ଶ୍ରମିକରୁ ବଞ୍ଚିଥିବା ଲୋକଙ୍କ ଅଧିକାର ଏବଂ କଲ୍ୟାଣ
Read More...

ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ଲାଞ୍ଚ ନେଉଥିଲେ ମହିଳା କନିଷ୍ଠ କିରାଣି । ମାଡ଼ିବସିଲା ଦେବଗଡ଼ ଭିଜିଲାନ୍ସ ଟିମ୍ । ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନଙ୍କତାଙ୍କ ନିକଟରୁ ୨୦ଟି ୫୦୦ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା ଦେବଗଡ଼ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ଅଭିଯୋଗ ଅନୁଯାଇ, ଛାତ୍ର ଜଣଙ୍କ ଯୁକ୍ତ
Read More...

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଗାନ୍ଧୀବାଦୀ ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ବିଧାୟକ, ଆଇନଜୀବୀ ସର୍ବୋପରି ଶ୍ରମିକନେତା ସ୍ୱର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୪ତମ ତିରୋଧାନ ଦିବସରେ ଧନଞ୍ଜୟ ମହାନ୍ତି ସ୍ମୃତି ଟ୍ରଷ୍ଟ ପକ୍ଷରୁ ସିଭିଲ ଟାଉନସିପ ସ୍ମୃତି ଉଦ୍ୟାନରେ ତାଙ୍କ ସ୍ମୃତି
Read More...

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବ୍ଲକ
Read More...

ପଠାଣିସାମନ୍ତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କ୍ରିଡା ଛାତ୍ରାବାସ ବିଜୟୀ

ନୟାଗଡ, (କେପିଏନ୍‌ଏସ୍‌) : ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ସାମନ୍ତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ନୟାଗଡ କ୍ରିଡା ଛାତ୍ରାବାସର ଫୁଟବଲ କ୍ଲବ ଟ୍ରାଇବେକରରେ ୪-୨ ଗୋଲରେ ଖଣ୍ଡପଡ଼ାକୁ ହରାଇ ଫାଇନାଲରେ ପହଞ୍ଚିଛି । ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି
Read More...