Monthly Archives

February 2025

ଶରୀର ଦାନ କରି ଭେଲେଣ୍ଟାଇନ୍ ପାଳନ କଲେ ଦମ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିର ଦିନରେ ପ୍ରେମୀ ଯୁଗଳ ବିଭିନ୍ନ ଢଙ୍ଗରେ ଭେଲେଣ୍ଟାଇନ ଡେ' ବା ପ୍ରେମ ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଇନ୍ଦ୍ରପ୍ରସ୍ତ ହୋଟେଲ ମାଲିକ ରାମ ଦାଶ ଓ ପତ୍ନୀ ଅନୟା ଦାଶ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଯାଇ ମରଣତ୍ତୋର ଶରୀର ଦାନ କରି ଏକ ନିଆରା
Read More...

ନୃସିଂହନାଥ ଏସଏସଡି ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇସ୍କୁଲରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ଜିଲ୍ଲା ସ୍ତରୀୟ ହାଇସ୍କୁଲ ମାନଙ୍କର ଏକ ଦିବସୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲାର ସାତ ଗୋଟି
Read More...

ସାଉଁନ୍ତପୁର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ସାଉଁନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଉଁନ୍ତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଚନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ମାନ୍ଦଲା କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଦ୍ୟାଳୟର
Read More...

ଡୁଙ୍ଗୁରିପାଲି ଲେଭେଲ ଭି.ଏ ପ୍ରାଥମିକ ଶିକ୍ଷକଙ୍କ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲେଭେଲ ଭି.ଏ ପ୍ରାଥମିକ ଶିକ୍ଷକମାନଙ୍କର ଏକ ବୈଠକ ଡୁଙ୍ଗୁରିପାଲି ଶିବାନନ୍ଦ ପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନ୍ୟାଯ୍ୟ ଦାବି ହାସଲ ନିମନ୍ତେ
Read More...

ସିରୋଲ, ହଳଦୀ ଓ ଗାଁରେଇ ସମେତ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ଆଞ୍ଚଳିକ ସାଧନ କେନ୍ଦ୍ର ସିରୋଲ, ହଳଦୀ, ଗାଁରେଇ ସମେତ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ନିପୁଣ ଓଡି଼ଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିରୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲଠାରେ
Read More...

ବାଘହାଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି କ୍ଲଷ୍ଟରରେ ଥିବା ବାଘହାଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକୁନ୍ଦ ରଥ ସଭାପତିତ୍ୱ କରିଥିଲେ ଓ
Read More...

ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବକଟିଠାରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବକଟି ଠାରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ବାବୁ ଲାଲ ସାହୁ ତଥା ସାଧନ ସଂଯୋଜକ ସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ବାରିକଙ୍କ ଅଧ୍ୟକ୍ଷ ତାରେ
Read More...

ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୯,୧୮୨ ଇଞ୍ଜିନିୟରିଂ ପିଲା ବେକାର

ଭୁବନେଶ୍ଵର : ରାଜ୍ୟରେ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ । ହେଲେ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା । ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପାଠ ପଢି ବେକାର ବସିଛନ୍ତି ।
Read More...

ବରଗଡ଼ ଭୁବନେଶ୍ୱର ନୂଆ ଇଣ୍ଟରସିଟି ଟ୍ରେନ୍ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ପ୍ରତିଦିନ ସକାଳ ସମୟରେ ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ୍ ଚଳାଚଳ କରିବାକୁ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ବାସୀଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ଆଗରେ ଉପସ୍ଥାପନ କଲେ ବରଗଡ଼ ସାଂସଦ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ
Read More...