Monthly Archives

February 2025

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଆଗଲପୁର, (କେପିଏନ୍‌ଏସ୍‌) : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଆଗଲପୁର ପୋଲିସ ଜନୈକ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କଂସଡୋଲ ଗ୍ରାମର ପଙ୍କଜ ସାହୁଙ୍କ ପୁଅ ପବିତ୍ର (୨୫) । ଗତ ୪ ମାସ ତଳେ
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ପୁଲ୍‌ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସୁରକ୍ଷା କର୍ମୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ । ସହିଦ ଯବାନଙ୍କୁ ଦେଶ ଚିରଦିନ ପାଇଁ ମନେ ରଖିବ ଏବଂ ଋଣୀ ରହିବ ବୋଲି କହିବା ସହ ଆଜି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର
Read More...

ଜାତୀୟ କ୍ରୀଡା ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୩୮ତମ ଜାତୀୟ କ୍ରୀଡାରେ ଲନବଲରେ ରୌପ୍ୟ ବିଜେତା ରାଜେଶ୍ଵରୀ ସେଠ ଏବଂ ରୋଶନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେଇଥିବା ଜାତୀୟ କ୍ରୀଡାରେ ବଲାଙ୍ଗିରରର ଏହି ଦୁଇ ଖେଳାଳି ରୌପ୍ୟ
Read More...

କଣ୍ଟାବାଞ୍ଜି ପ୍ରିମିଅର ଲିଗ୍‌ରେ ଖେଳିବେ ଓଡ଼ିଶାର ସୁନାମଧନ୍ୟ ଖେଳାଳି ବିପ୍ଳବ ସାମନ୍ତରାୟ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପ୍ରିମିଅର ଲିଗ୍‌ରେ ପ୍ରଭାତ କ୍ଲବରୁ ଖେଳିବେ ଓଡ଼ିଶାର ସୁନାମଧନ୍ୟ ଖେଳାଳି ବିପ୍ଳବ ସାମନ୍ତରାୟ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ପ୍ରଭାତ କ୍ଲବ ଏବଂ ଅନ୍ୟ କ୍ରିକେଟ ଖେଳାଳି ମାନଙ୍କ ଦ୍ଵାରା ବିପ୍ଳବ ସାମନ୍ତରାୟ , ସୂର୍ଯ୍ୟକାନ୍ତ
Read More...

ନୃଶଂସ ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ଗୁରୁତର

କେସିଙ୍ଗା, (ପ୍ରୀତେଶ ପଟେଲ) : ସତ୍ୟଯୁଗରେ ସତ୍ୟବାନଙ୍କ ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଯମ ସହିତ ଲଢେଇ କରିଥିଲେ, ହେଲେ ଆଜିର କଳିଯୁଗରେ ସ୍ୱାମୀର ଜୀବନ ନେବାକୁ ପଛାଉ ନାହିିଁ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ୱାର୍ଡ ନମ୍ୱର ୯ର
Read More...

ବାରିପଦା ବ୍ଲକ ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ 'ନିପୁଣ ଓଡିଶା' ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ
Read More...

ତୁଳସୀଚୌରା କଲୋନୀ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସ୍ୱୟଂସିଦ୍ଧା’ ମହାସମାରୋହରେ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୨୭ ନଂ ୱାର୍ଡରେ ସ୍ଥିତ ତୁଳସୀଚୌରା କଲୋନୀସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ' ସ୍ୱୟଂସିଦ୍ଧା' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଥଙ୍କ
Read More...

ଅବ୍ୟବସ୍ଥା ଘେରରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟ : କେବେ ପଡ଼ିବ ପ୍ରଶାସନର ଦୃଷ୍ଟି

ନୂଆପଡ଼ା, (କେପିଏନ୍‌ଏସ୍‌) : ପୂର୍ବ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ରୂପାନ୍ତରିକରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଶିକ୍ଷାନୁଷ୍ଠାନ ମାନଙ୍କୁ ପ୍ରଦାନ କରିବା ସହ ସ୍ମାର୍ଟ କ୍ଲାସ ସହିତ ଅନେକ ପ୍ରକାର ବ୍ୟବସ୍ଥା ପାଇଁ ଅଟକଳ ପ୍ରଦାନ କରିଥିଲେ । ହେଲେ ଆଜିକୁ ନୂଆ ସରକାର
Read More...

ମନୁନଗର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃର୍ତ୍ତି ଗ୍ରାମପଞ୍ଚାୟତ ଅଧିନସ୍ଥ ମନୁନଗର ନୋଡାଲ ଉ:ପ୍ରା ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋରଞ୍ଜନ
Read More...

ଫ୍ରେଣ୍ଡସ କ୍ଲବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେମିରେ ୟଙ୍ଗ ଉତ୍କଳ କ୍ଲବ କଟକ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗୀର ସୁଦୂରର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ୟଙ୍ଗ ଉତ୍କଳ କ୍ଲବ କଟକ ବନାମ ବ୍ରଦର୍ସ ଫୁଟବଲ କ୍ଲବ କୁଚିଣ୍ଡା ମଧ୍ୟରେ ଫୁଟବଲ ଖେଳ
Read More...