Monthly Archives

February 2025

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ପାରମ୍ପରିକ ଜଳ କଳସ ସମାରୋହ ସହିତ ଜଳ ସୁରକ୍ଷା ଉପରେ ଦ୍ୱିତୀୟ ରାଜ୍ୟ…

"ଜଳ ଜୀବନ ମିଶନ ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍ ବ୍ୟବହାର କରି ଜଳର ଗୁଣବତ୍ତା ପରୀକ୍ଷା କରିବାକୁ ତାଲିମ ଦିଆଯାଇଛି": ସିଆର ପାଟିଲ"ଭାରତର ପ୍ରତ୍ୟେକ ଗ୍ରାମୀଣ ପରିବାର ପାଇଁ ସୁରକ୍ଷିତ ଏବଂ ସ୍ଥାୟୀ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ଏହି ସରକାର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ଉଚ୍ଚତାରେ ପହଞ୍ଚିଛି ଭାରତ-କତାର ଦ୍ୱିପାକ୍ଷିକ ସଂପର୍କ

ଦୁଇ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ମଧ୍ୟରେ ନିୟମିତ ଭାବେ ହେଉଛି ଉଚ୍ଚସ୍ତରୀୟ ଆଲୋଚନା୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୪.୦୮ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲାକତାର ହେଉଛି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଓ ଏଲ୍‌ପିଜି ରପ୍ତାନିକାରୀ ରାଷ୍ଟ୍ରଭାରତ ଓ କତାରର
Read More...

ହଳଦୀ ଜୟ ଡଙ୍ଗରବୁଢ଼ା ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ତୁର୍ଲାକୁ ହରାଇ ହଳଦୀ ସେମିରେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆରେ ମଙ୍ଗଳାବର ଜୟ ଡଙ୍ଗରବୁଢ଼ା ଫୁଟବଲ କପ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସ ଖେଳରେ ହଳଦୀ ଇବିଏଫଏ ଦଳ ଓ ତୁର୍ଲା ଏଫସି ଦଳ ମଧ୍ୟରେ ମ୍ୟାଚ୍
Read More...

୯୪ ଜଣ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାରେ ନିର୍ଯ୍ୟାତନା ଅଭିଯୋଗ

ସମତା ଏନଜିଓ, ଭୋନଗିରି ଜିଲ୍ଲା ଶ୍ରମ ବିଭାଗ ସହାୟତାରେ ନିଜ ଘରକୁ ଫେରିଲେ ଶ୍ରମିକ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ବାହାରକୁ ଦାଦନ ଖଟିଯାଉଥିବା ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏବଂ ସେଇ ନିର୍ଯ୍ୟାତନାରେ ଶ୍ରମିକ ମାନଙ୍କ ମୃତ୍ୟୁ ହେଉଥିବା କିଛି ନୁଆଁ କଥା
Read More...

ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଋଣମେଳା ଏବଂ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍‌ଆଇଟିଇ ବଲାଙ୍ଗିର ଠାରେ ନାବାର୍ଡ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ବିଡିସିସି ବ୍ୟାଙ୍କ ମିଳିତ ସହଭାଗିତାରେ ଏକ ସ୍ୱତନ୍ତ୍ର ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଜିଏମ୍‌ ନାବାର୍ଡ ଡ.ସୁଧାଂଶୁ କେକେ ମିଶ୍ର, ଡିଜିଏମ୍‌
Read More...

ରବିଚନ୍ଦନ ମେମୋରିଆଲ କ୍ରିକେଟ ଉଦ୍‌ଯାପିତ

ଚମ୍ପିୟାନ ଦଳ କୁଟୁମଡୋଳାକୁ ପୁରସ୍କୃତ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଧିଆପାଲି ପଂଚାୟତର ବୀରମୁଣ୍ଡା ଠାରେ ରବିଚନ୍ଦନ ସ୍ମୃତି କମିଟି ତରଫରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୫ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ଏହି
Read More...

ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର
Read More...

ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନୀ ମାଝୀଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆସନ୍ତା ଫେବୃଆରୀ ୨୩ ଓ ୨୪ରେ ହେବାକୁ ଯାଉଛି ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମହିଳା କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ପାଇଁ ବଲାଙ୍ଗିର ଏ ଦିଗରେ ଆଉ ଏକ ପାଦ ଆଗେଇଛି । ଆସନ୍ତା ଫେବୃଆରି ୨୩ ଓ ୨୪ ଦୁଇଦିନ ଧରି ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶାର ବହୁ ଶ୍ରେଷ୍ଠ ମହିଳା କ୍ରିକେଟର ଏକାଠି ହେବେ । ସ୍ଥାନୀୟ ଅଗ୍ରଣୀ ମହିଳା
Read More...

ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ୱସ୍ତରୀୟ ସନ୍ଥ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ୱସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରୟାଗରାଜକୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା' ରାମଚଣ୍ଡୀଙ୍କ ପୀଠକୁ ଆମନ୍ତ୍ରିତ
Read More...