Monthly Archives

February 2025

ଅଙ୍ଗନବାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ଦାବି

ଆନନ୍ଦପୁର : ନଅ ବର୍ଷ ହେବ ଗାଁରେ ଖୋଲିଲାଣି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ଆଜି ପର୍ଯ୍ୟନ୍ତ କିନ୍ତୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା । ଏମିତିକି ପିଲାମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାରେ
Read More...

ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ବ୍ୟାଙ୍କ୍‌ ଠାରୁ ଆରମ୍ଭ କରି ଜୁଏଲାରୀ ଦୋକାନ

ଆନନ୍ଦପୁର : ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଏବଂ ଜୁଏଲାରୀ ଦୋକାନ ଗୁଡ଼ିକୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି । ଏହା ସହ ସେଠାରେ ଥିବା ସୁରକ୍ଷା ଉପକରଣ ଯାଞ୍ଚ
Read More...

ଫାଇଟ୍ ଗୃପର ମସ୍ତି କାର୍ଯ୍ୟକ୍ରମ ଓ ସାମ୍ବାଦିକା ସସ୍ମିତା ପ୍ରଧାନଙ୍କ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣ ଫାଇଟ୍ ଗୃପର ମସ୍ତି କାର୍ଯ୍ୟକ୍ରମ ସେକ୍ଟର ୧୯ ସ୍ଥିତ ଗାଙ୍ଗୁରାମ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଇଟ୍ ଗୃପର ଅଧ୍ୟକ୍ଷା ସୁମତି ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏକତା ଗୃପର ଅଧ୍ୟକ୍ଷା ବସୁମତୀ
Read More...

ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ଓଡ଼ିଆ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା
Read More...

ଅନ୍ୱେଷାର ୧୧୦ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସେକ୍ଟର ୬ ସ୍ଥିତ ସରୋବର କୋର୍ଟ ଠାରେ ୧୧୦ ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ମାତୃ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଶ୍ରୀମା
Read More...

ଟିଲାଗଡ଼ ମଦର୍ସ ଟଚ୍‌ ଇଣ୍ଟରନେସନାଲ ସ୍କୁଲର ପ୍ରତିଭାଞ୍ଜଳି ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ର ମଦର୍ସ ଟଚ୍‌ ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ବାର୍ଷିକ ଉତ୍ସବ ପ୍ରତିଭାଞ୍ଜଳି ୨୦୨୫ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ସ୍କୁଲର ଡାଇରେକ୍ଟର ସଞ୍ଜୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଛତ୍ରପୁର ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର, ପଞ୍ଚମ ବାର୍ଷିକ ଉତ୍ସବରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦେବା ପାଇଁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଉତ୍ସବକୁ ଉଦ୍‌ଘାଟନ କରି ସମାଜରେ ବାପା
Read More...

ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ମାତୃଭାଷା ଆଚାର୍ଯ୍ୟା ବିଶ୍ୱଜିତ ବରାଳ ଯୋଗଦେଇ ମାତୃଭାଷା ପ୍ରତି ଆମର ଅନୁରକ୍ତି ଓ ସ୍ୱତନ୍ତ୍ରତାର ପରିଚିତ
Read More...

ପଞ୍ଚମ ଦିନରେ ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏକ ନୂତନ ଇତିହାସ ରଚିଛି । ସୁନ୍ଦର ତଥା ଭବ୍ୟ ଅୟୋଜନ କରି ପଞ୍ଚମ ଦିନରେ ପହଁଚିଛି ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତିକ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏଭଳି ଲୋକନୃତ୍ୟର
Read More...