ବାବେଜୁରୀ ଗ୍ରାମରେ ମହାଶିବରାତ୍ରୀ ମେଳା ଓ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମସ୍ଥିତ ହରଗୌରୀ ମନ୍ଦିର ଠାରେ ଗତ ମଙ୍ଗଳବାର ଠାରୁ ଚାଲିଥିବା ମହାଶିବରାତ୍ରୀ ମେଳା ତଥା ଷୋହଳ ପ୍ରହରୀ ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଅଧିବାସ ଦିନ!-->…
Read More...
Read More...