Daily Archives

ମୋ’ ବସକୁ ପଛରୁ ପିଟିଲା ଅଟୋ

ଭୁବନେଶ୍ୱର : ମୋ’ ବସକୁ ପଛରୁ ଧକ୍କା ଦେଲା ଅଟୋ । ଏଥିରେ ଅଟୋ ଚାଳକ ଜଣକ ଗୁରୁତର ହୋଇଛନ୍ତି । କଟକ ଗଣେଶ ଘାଟ ନିକଟରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଟୋ ଚାଳକଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବେଲଭ୍ୟୁ ଛକ ଆଡୁ ବାଦାମବାଡ଼ି ଆଡକୁ ୧୮
Read More...

ମହାକୁମ୍ଭର ସମାପନ ହୋଇଛି; ‘ଏକତା ମହାଯଜ୍ଞ’ର ପରିସମାପ୍ତି ଘଟିଛି

● ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏକତ୍ରିତ ହେବା ବାସ୍ତବରେ ଅଭୂତପୂର୍ବ ! : ପ୍ରଧାନମନ୍ତ୍ରୀ● ଆଜି ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ, ଦେଶ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି; ଏହା ହେଉଛି ପରିବର୍ତ୍ତନର
Read More...

ଗୁଡଭେଲା ବ୍ଲକର ତ୍ରିଦିବସୀୟ ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ, ବଲାଙ୍ଗିରଙ୍କ ଦ୍ୱାରା ଗୁଡଭେଲା ବ୍ଲକ ସଂଯୋଜିକା ଐଶ୍ୱର୍ଯ୍ୟ ସାମ୍ରାଜ୍ଞୀ ମିତ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆପଡା ପଞ୍ଚାୟତ ହାଇସ୍କୁଲ ଠାରେ ଗୁଡଭେଲା ବ୍ଲକର ୩୩ଜଣ ପ୍ରଧାନ ଶିକ୍ଷକଙ୍କୁ ନେଇ ଗତ ୨୪ ତାରିଖ
Read More...

ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଅବସରରେ 'ଟ୍ରୁ ପାଥ ୟୁଥ୍ ଆସୋସିଏସନ୍' ତରଫରୁ ସାର୍ ନଗରୀ ଅଞ୍ଚଳରେ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଯୁବଶକ୍ତି ମିଳିତ ଭାବେ ସେବା ମନୋଭାବ ରଖି ସତ୍ୟ ପଥରେ ଆଗେଇ ଆସିଛନ୍ତି ଏବଂ ଆବାହକ
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରରେ ମହାଶିବରାତ୍ରି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହମିରପୁର ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ବାବାଙ୍କ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଛି । ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ଼ ସକାଳୁ ମଧ୍ୟରାତ୍ର
Read More...

ବିରିପାଲି ଧବଳେଶ୍ଵର ବାବା ପୀଠ ଠାରେ ମହାଶିବରାତ୍ରି ପାଳିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଚଳଚଞ୍ଚଳ ହୋଇଛି ଶୈବପୀଠ । ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ । ଦର୍ଶନ ପାଇଁ ଶିବ ମନ୍ଦିରରେ
Read More...

ମୃତକ କଲେଜ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିର୍ଦ୍ଦେଶ କ୍ରମେ ପାଇକମାଲ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମୃତକ କଲେଜ ଛାତ୍ରୀ ଅଲିଭା ରାଉତ (୧୭)ଙ୍କ ପରିବାରଙ୍କୁ ସାନ୍ତନା ମୂଳକ ସାକ୍ଷାତ କରିଛନ୍ତି । ଗତ ୨୩ ତାରିଖ ପାଇକମାଲ ଥାନା କୋକନରା କଲେଜ ଛାତ୍ରୀଙ୍କ ମୃତ
Read More...

ମହାଶିବରାତ୍ରୀ ପାଇଁ ଶୈବପୀଠରେ ଶତାଧିକ ଭକ୍ତଙ୍କ ସମାଗମ

ବିଦେଶୀ ଭକ୍ତଙ୍କ ଆରାଧନା ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପବିତ୍ର ମହାଶିବରାତ୍ରୀ ଜାଗର ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ
Read More...

ରାଣୀପୁର ଝରିଆଲରେ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ସୋମେଶ୍ୱର ମହାଦେବଙ୍କ ଶିବରାତ୍ରି ମେଳା ମହାଆଡମ୍ବରରେ ପାଳିତ ହୋଇଯାଇଛି । ତନ୍ତ୍ର, ମନ୍ତ୍ର, ସିଦ୍ଧି ସାଧନାର
Read More...

ତୁରେକେଲାରେ ଲୋକକଳା ମହୋତ୍ସବ ଅନଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଅଞ୍ଚଳ ସାନବାଙ୍କି ଗ୍ରାମ ଓ ସାଲେମୁଡାଗାଁ ଉଭୟ ଗ୍ରାମର ମିଳିତ ଆନୁକୂଲ୍ୟରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଏକ ଲୋକକଳା ମହୋତ୍ସବ ଅନଷ୍ଠିତ ହୋଇଯାିଛି । ପବିତ୍ର ମହାଶିବରାତ୍ରି ଜାଗର ବେଢ଼ା ସାନବାଙ୍କି ସ୍ଥିତି ଧବଳେଶ୍ୱର ମହାଦେବ
Read More...