ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁଙ୍କୁ ଶ୍ରୀ ଧବଳେଶ୍ଵର ମହା ଶିବରାତ୍ରୀ ମହୋତ୍ସବ କମିଟିର ଭୂତିବାହାଲ ଦ୍ୱାରା ଶିକ୍ଷକ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହୋଇଛନ୍ତି । ସଭାପତି!-->…
Read More...
Read More...