Daily Archives

କୋଶଲ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସହର ଅନ୍ତର୍ଗତ ବାବାଜୀପଡା ଠାରେ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ ତରଫରୁ କୋଶଲି ଭାଷାର ଜନକ ପ୍ରୟାଗଦତ୍ତ ଯୋଷୀ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠାନର ଆବାହକ ସନ୍ତୋଷ କୁମାର ଦାଶ ପ୍ରଦୀପ ପ୍ରଜ୍ୱଳନ କରିଥିଲେ
Read More...

ଦନ୍ତା ଆକ୍ରମଣରେ ଶ୍ରମିକ ଗୁରୁତର

ଭଞ୍ଜନଗର : ଦନ୍ତା ଆକ୍ରମଣରେ ଶ୍ରମିକ ଗୁରୁତର । ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକ ଜଣକ ଆନ୍ଧ୍ରପ୍ରଦେଶ ସାମଲକୋଟା ଅଞ୍ଚଳର ମହମ୍ମଦ ଜାଫର ବୋଲି ଜଣାପଡ଼ିଛି ।
Read More...

ପାଇକମାଲ ପଞ୍ଚାୟତ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଭାଗୃହ ଠାରେ ପାଇକମାଲ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଭାବନା ସିଂଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ବରିହା,
Read More...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଏକ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ଉଦ୍‌ଘାଟିତ ହୋଇଯାଇଛି । ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ
Read More...

ନେପାଳ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ପୁଣି ୬ ଜଣଙ୍କୁ ନୋଟିସ୍

ଭୁବନେଶ୍ୱର : କିଟ୍’ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୁଣି ୬ ଜଣଙ୍କୁ ନୋଟିସ୍‌ । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା । ନୋଟିସ୍‌ ହୋଇଥିବା ୬ ଜଣ ହେଉଛନ୍ତି ଚିଫ୍‌ ପ୍ରୋକ୍ଟର ପିକେ ପଟ୍ଟନାୟକ,
Read More...

ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା

ଭୁବନେଶ୍ୱର : ଫେବୃୟାରୀ ୨୮ରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଫେବୃଆରୀ ୨୮ରୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ
Read More...

ଖପ୍ରାଖୋଲରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା

ବାରମ୍ବାର ଖବର ପ୍ରସାରଣ ପରେ ବି ଚେତା ପଶୁନାହିଁ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ସ୍ଵାସ୍ଥ୍ୟ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ନେତାଜୀ ନଗର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡ଼ିଙ୍କ ଆଜି ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୯ ବର୍ଷ ବୟସ ହେଉଥିଲା । ସେ ଶିକ୍ଷୟିତ୍ରୀ ଭାବେ ପଦ୍ମପୁର ସରକାରୀ
Read More...

କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର ଧରୁଛି । ଦୀର୍ଘ ବର୍ଷରୁ କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବିଭିନ୍ନ ସମୟରେ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି
Read More...

ପଦ୍ମପୁର ପଦାରେ ପଡ଼ିଲା ବିଜେଡିର ଚାଲବାଜି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଧରା ପଡ଼ିଲା ବିଜେଡିର ଦୀର୍ଘ ଦିନର କେଳେଙ୍କାରୀ । ପ୍ରଚୁର ପରିମାଣରେ କ୍ଷମତାର ଅପବ୍ୟବହାର । ପଦାରେ ପଡ଼ିଲା ବିଧାୟକ ପାଣ୍ଠି ହରିଲୁଟ ସତ । ପଦ୍ମପୁର ସହରରେ ବିଧାୟକ ପାଣ୍ଠିକୁ ମନଇଛା ଅପବ୍ୟବହାର କରିଥିଲା ପୂର୍ବର ନବୀନ ସରକାର । ବିଜେଡି ନେତାମାନେ
Read More...