Daily Archives

କାର୍ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

କଳାହାଣ୍ଡି : କଳାହାଣ୍ଡି ଆମପାଣି ଛକ ନିକଟରେ ଦୁର୍ଘଟଣା । ଦାଦନ ଶ୍ରମିକଙ୍କ ଉପରେ ଚଢିଗଲା କାର୍‌ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଇନୋଭା କାର୍‌ ଧକ୍କା ଦେବାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ମୃତକ ଛତିଶଗଡ଼ ଦେଭୋଗ ଗୋଇରାପଦର ଗାଁର ରମେଶ ବୋଲି ଜଣାପଡିଛି । ରମେଶ
Read More...

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ଵର : ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଆରମ୍ଭରୁ ଆଟାକିଂ ମୁଡ୍‌ରେ ବିରୋଧୀ । ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧୀ ଆଇନଶୃଙ୍ଖଳାକୁ ବଡ଼ ପ୍ରସଙ୍ଗ କଲା କଂଗ୍ରେସ । ଧାନର କଟନି ଛଟିନୀକୁ ନେଇ ବିଜେଡିର ହଙ୍ଗାମା । ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ
Read More...

‘‘ରାଜ୍ୟରେ ପଞ୍ଚାୟତକୁ ଅଧିକାର ହସ୍ତାନ୍ତର ସ୍ଥିତି – ଏକ ସାଂକେତିକ ସାକ୍ଷ୍ୟ ଆଧାରିତ ମାନ୍ୟତା’’ ରିପୋର୍ଟ…

ଓଡ଼ିଶା ୫୦ରୁ ୫୫ ମଧ୍ୟରେ ସ୍କୋର ସହିତ ଦ୍ୱିତୀୟ ବର୍ଗ ରାଜ୍ୟ ତାଲିକାରେ ସ୍ଥାନିତ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂ ବାଘେଲ ନୂଆଦିଲ୍ଲୀରେ ‘‘ରାଜ୍ୟରେ ପଞ୍ଚାୟତକୁ ଅଧିକାର ହସ୍ତାନ୍ତର
Read More...

ମାଘ ପୂର୍ଣ୍ଣିମା ଅମୃତ ସ୍ନାନ ପରେ ରାତ୍ରିକାଳୀନ ସଫେଇ ଅଭିଯାନ

● ଏହାଦ୍ୱାରା ଭକ୍ତମାନେ ଏକ ପବିତ୍ର ବୁଡ଼ର ଅନୁଭବ ପାଇ ପାରୁଛନ୍ତି● ସ୍ୱତନ୍ତ୍ର ସଫେଇ ଯାନ ଏବଂ ସେସପୁଲ ଅପରେସନ୍ ଘାଟ ଏବଂ ମେଳା ପରିସରରେ ସ୍ୱଚ୍ଛତା ବଜାୟ ରଖୁଛି ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ୨୦୨୫ରେ ମାଘ ପୂର୍ଣ୍ଣିମା ଅମୃତ ସ୍ନାନ ପରେ, ସଫେଇ କର୍ମଚାରୀଙ୍କ ଏକ
Read More...

ବରଗଡ଼ ପ୍ରବେଶ ପଥର ନାଁ ରଖାଯାଉ ବାଜପେୟୀ ଛକ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହରର ମୁଖ୍ୟ ପ୍ରବେଶପଥର ଛକକୁ ବାଜପେୟୀଙ୍କ ନାଁରେ କରାଯାଉ । ଏଭଳି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ପ୍ରସ୍ତାବ ଦେଇଛନ୍ତି । ବରଗଡ଼ ସଂସଦୀୟ
Read More...

କୂଟନୀତିରେ ପରମ୍ପରାର ସ୍ପର୍ଶ : ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୈତିକ ଉପହାରରେ ଐତିହ୍ୟ ଏବଂ ସାଂସ୍କୃତିକ ବିନିମୟର…

ନୂଆଦିଲ୍ଲୀ, (ପିଆଇବି) : ସାଂସ୍କୃତିକ ଐତିହ୍ୟ ଏବଂ ସାର୍ବଜନୀନ ମୂଲ୍ୟବୋଧକୁ ପ୍ରତିଫଳିତ କରୁଥିବା ଉପହାର ଦେବା ଦୀର୍ଘ ଦିନ ଧରି ଭାରତୀୟ କୂଟନୀତିର ଏକ ପ୍ରମୁଖ ଦିଗ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଏହି ପରମ୍ପରାକୁ ଗ୍ରହଣ କରିବା ସହ ଗଭୀର ପ୍ରତୀକାତ୍ମକ ମହତ୍ୱ
Read More...

ଅଖିଳ ଚନ୍ଦ୍ର ହୋତାଙ୍କ କବିତା ସଙ୍କଳନ ‘ଶୂନ୍ୟ ଶବ୍ଦାଞ୍ଜଳି’ ଲୋକାର୍ପିତ
ବସ୍ତୁବାଦୀ ସୁଖ ଅପେକ୍ଷା ବ୍ରହ୍ମାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଆତ୍ମାକୁ ଉଚ୍ଛନ୍ନ କରିଦିଏ । ଯନ୍ତ୍ରଣାରୁ ଜୀବନ୍ୟାସ ପର୍ଯ୍ୟନ୍ତ ସବୁ ମୁହୂର୍ତ୍ତରେ କବିତାର ସୃଷ୍ଟି ହୋଇପାରେ । ଏହା ମଣିଷର ଅନ୍ତଃଚେତନାକୁ ଜାଗ୍ରତ କରେ । ମଣିଷକୁ ସଚେତନ କରି ତା ଭିତରେ ସଦ୍‌ଭାବ ଆଣିଥାଏ । ଯାହା ମଣିଷକୁ ଆନନ୍ଦରୁ ଊର୍ଦ୍ଧକୁ ନେଇ
Read More...

ସଂସଦରେ ଆଗତ ହେଲା ଆୟକର ବିଲ୍‌ ୨୦୨୫

ଆୟକର ଆଇନ, ୧୯୬୧ର ବିସ୍ତୃତ ସରଳୀକରଣ ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ସଂସଦରେ ଆୟକର ବିଲ ୨୦୨୫ ଆଗତ ହୋଇଛି । ଏହା ଆୟକର ଆଇନ ୧୯୬୧ର ଭାଷା ଓ ଢାଞ୍ଚାକୁ ସରଳୀକରଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସରଳୀକରଣ ପଦକ୍ଷେପ ତିନୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ଆଧାରିତ । ସେଗୁଡ଼ିକ
Read More...

ମହାକୁମ୍ଭ ୨୦୨୫ : ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୨୦୦୦ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପବିତ୍ର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ପବିତ୍ର ରୀତି ପାଇଁ ସୁବିଧା
Read More...

ମଲମୁଣ୍ଡା କ୍ଳଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ପିପଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ୯ଟି
Read More...