Daily Archives

ଦେଓଗାଁ କଛାରପାଲି ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଆରମ୍ଭ ହୋଇଥିବା ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଶନିବାର ଦିନ କଳସ ଶୋଭାଯାତ୍ରା ଏବଂ ରବିବାର ଦିନ ସକାଳୁ ନାମାରମ୍ଭ ହୋଇଥିଲା
Read More...

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡ଼ୋଳାମଣି ଭୋଇଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ତିଳକରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ
Read More...

କୁଡ଼ାସିଂହା ଭାଗବତ ସପ୍ତାହ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ କାର୍ଯ୍ୟକ୍ରମରେ ଜୟ ସାହୁ ଓ ଶାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପାରାୟଣର
Read More...

ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ ଅଟନ୍ତି – କୁଳପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ, ଜଣେ ସ୍ଵାଭିମାନୀ, ଜଣେ ଛାତ୍ର ବତ୍ସଳ ଏବଂ ଅନନ୍ୟା ପ୍ରତିଭାଧାରୀ ଅଟନ୍ତି । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ କୃଷି ଓ ବୈଷୟିକ
Read More...

ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଆଇଆଇସି ଅଭିମନ୍ୟୁ ଦୁର୍ଗା ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟରତ ଥାନାଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ପାଇକମାଲ
Read More...