Daily Archives

ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଳକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ ବ୍ଳକ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ୱରେ
Read More...

ଟିଟିଲାଗଡ଼ର ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା । ସେ ପୂର୍ବରୁ ବରଗଡ଼ ବିଜେପୁର ଠାରେ ଥାନାଧିକାରିଣୀ ଭାବେ କାର୍ଯ୍ୟ ଦାୟିତ୍ଵ ତୁଲାଉଥିଲେ । ବୁଧୁବାର ଦିନ ସେ ଟିଟିଲାଗଡ଼ ଥାନାରେ ଆସି ଯୋଗଦେଇଛନ୍ତି । ଯୋଗ
Read More...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢିଲା ୫ ହଜାର ଶିକ୍ଷକଙ୍କ ଦରମା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ସମଗ୍ର
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ହୋହାଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲରୁ ଆସୁଛି ଏକ ବଡ଼ ଖବର । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ମୃତ ନବଜାତ ଶିଶୁଙ୍କ ପରିବାର ଲୋକେ । ବଲାଙ୍ଗିରର ସହରର ସାଲେପାଲି ନିବାସୀ ସୁବାଷ ଶର୍ମା ଦୀର୍ଘ ୩ ଦିନ
Read More...

ମା’ ଦକ୍ଷିଣକାଳୀ ମନ୍ଦିରରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ଆଠଗଡ଼ : ମନ୍ଦିରରୁ ବଡ଼ଧରଣର ଲୁଟ୍‌ । କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍‌ ହୋଇଛି । ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ବୁଧବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ତାଲା
Read More...

ପବିତ୍ର କୁମ୍ଭ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ : ବୁଧବାର କୁମ୍ଭ ସଂକ୍ରାନ୍ତି ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ (ଗଜୋଦ୍ଧାରଣ) ବେଶ । ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥିବେ । ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ ଠାକୁରେ । ଦିଅଁଙ୍କ
Read More...

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର
Read More...

କଟକ କାଠ ଯୋଡ଼ି ନଦୀରୁ ମୃତଦେହ ଠାବ

କଟକ : କାଠ ଯୋଡ଼ି ନଦୀରୁ ମୃତଦେହ ଠାବ । ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ପଡି ରହିଛି । ମୃତକ ଜଣେ ଛାତ୍ର ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ ତାଙ୍କର ପରିଚୟ ମିଳିପାରିନାହିଁ । ମଙ୍ଗଳବାର ପୂର୍ବାହ୍ନରୁ ଘରୁ ବାହାରି ଆଉ ଫେରିନଥିଲେ ଛାତ୍ର । ପରିବାର ଲୋକ ବହୁ
Read More...

ଭୀମସାରରେ ପୁଣି ରାଗିଂ

ସମ୍ବଲପୁର : ଭୀମସାରରେ ପୁଣି ରାଗିଂ ଅଭିଯୋଗ । କିଛି ଦିନ ପରେ ପୁଣି ଭୀମ୍‌ସାରରେ ଉଠିଛି ରାଗିଂ । ଭୀମସାଦ୍ୱିତୀୟ ବର୍ଷର ଛାତ୍ର ହଷ୍ଟେଲ୍‌ରେ ଥିବା ବେଳେ କିଛି ଜଣ ତୃତୀୟ ବର୍ଷର ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛି କି ବୋଲି ପଚାରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାଡ
Read More...

ୱେଭ୍ସ ସମ୍ପର୍କିତ ବୌଦ୍ଧିକ ଆଲୋଚନା ଚକ୍ର ଏବଂ ଦସ୍ତଖତ ଅଭିଯାନ ଆୟୋଜିତ

● ୱେଭସ୍ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଅଭିବୃଦ୍ଧି ଏବଂ ବୈଶ୍ୱିକ ପ୍ରସାରରେ ଯୋଗଦାନ କରିବ: ଅଖିଳ ମିଶ୍ର, ଏଡିଜି, ପିଆଇବି ନୂଆଦିଲ୍ଲୀ, (ପିଆଇବି) : ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପକୁ ଆହୁରି ବ୍ୟାପକ କରିବା ଏବଂ ବିଶ୍ୱସ୍ତରରେ ଏହାର ପ୍ରଭାବ ବୃଦ୍ଧି କରିବା
Read More...