ଓଡ଼ିଶାରେ ସୁଟିଂ କରିବେ ବୋନୀ କପୁର
ଭୁବନେଶ୍ୱର : ବୋନୀ କପୁର ବନାଇବେ ଓଡ଼ିଆ ଫିଲ୍ମ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୋନୀ କପୁର । ଅଲଗା ଭାଷାରେ ସିନେମା ତିଆରି କରିଛି । ତେଣୁ ଓଡିଆରେ ବି ତିଆରି କରିବି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବୋନୀ । ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ!-->…
Read More...
Read More...