ମନୋଜ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ଖପ୍ରାଖୋଲ୍, (କେପିଏନ୍ଏସ୍) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ପଡିଆରେ ମନୋଜ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ହେଳେ ଫାଇନାଲ ମ୍ୟାଚ୍ ବେନ୍ଦେର ଓ ଝାଙ୍କ୍ରିପାଲି କ୍ରିକେଟ୍ ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ରେ!-->…
Read More...
Read More...