Daily Archives

ପରୀକ୍ଷା ପେ ଚର୍ଚ୍ଚା : ବିଦ୍ୟାର୍ଥୀ ହେଉଛନ୍ତି ସଶକ୍ତ, ପରିବର୍ତ୍ତନ ହେଉଛି ଜୀବନ

ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପରୀକ୍ଷା ପ୍ରାୟତଃ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଣ୍ଡଦେଉଳି ଉଚ୍ଚ ମାଧ୍ୟମିକ କଲେଜର ଅଧ୍ୟାପକ ଡ. ଗୌରୀଶଙ୍କର ଶତପଥୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ
Read More...

ଭାରତବର୍ଷର ଜନଗଣନା ଓ ନମୁନା ପଞ୍ଜିକରଣର ଗୁରୁତ୍ୱ ବିଷୟରେ ଆଲୋକପାତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନମୁନା ପଞ୍ଜିକରଣ ପଦ୍ଧତି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାର ୪୦ ଜଣ ସାମୟିକ ଗଣନାକାରୀମାନଙ୍କର ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା
Read More...

କର୍କଟ ମୁକ୍ତ ଭାରତ ଅଭିଯାନ ଓ ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତକୁ କର୍କଟ ରୋଗ ମୁକ୍ତ କରିବାର ଉଦ୍ଦେଶ୍ୟ ନେଇ ଏବେ ଚାରିଆଡେ ସ୍ୱାସ୍ଥ୍ୟ ସଚେତନତା ଶିବିର ଜାରି ରହିଛି । ସେହି କ୍ରମରେ ସମାଜସେବୀ ପ୍ରଶାନ୍ତ କରଙ୍କ ପ୍ରଚେଷ୍ଟାରେ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ,
Read More...

ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଜଣେ ଲବ୍ଧ-ପ୍ରତିଷ୍ଠିତ ନାଟ୍ୟକାର, ଗାଳ୍ପିକ, କବି ମଞ୍ଚ ପରିଚାଳକ, ନିର୍ଦ୍ଦେଶକ ଯେ, କି ଛତ୍ରପୁର ମାଟିରେ ବଢ଼ିଥିଲେ । ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶୋକସଭା ଛତ୍ରପୁର ନିକଟସ୍ଥ ପୁରୁଣା ବ୍ୟାଘ୍ରଦେବୀ ମନ୍ଦିର
Read More...

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଫୁଲିତ୍ ଭେଙ୍ଗ୍ରା ସଭାପତିତ୍ୱ
Read More...

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି : ଶ୍ରୀ ତ୍ରିପାଠୀ ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି । ତେଣୁ ରାଉରକେଲାର ବିଭିନ୍ନ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ
Read More...

ତୁଷୁରାରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

ତୁଷୁରା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରରେ ଦୀର୍ଘ ବର୍ଷ ହେଲା ସରକାରୀ ଜାଗାକୁ ଲୋକେ ଜବର ଦଖଲ କରି ଥିବା ବେଳେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ
Read More...

ଜିଲ୍ଲା ବିଶ୍ୱାବସୁ ଶବର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ଭୋଇ ପାଟଣାଗଡ ଉପଖଣ୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଶ୍ୱାବସୁ ଶବର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅକୃର କାଲସାଏ ସଭାପତି କୁଡାସିଂହା କେନ୍ଦ୍ର ଓ ଶୁକଦେବ ନାଗ ବଡବନ୍ଧଙ୍କ ମିଳିତ ଅଧ୍ୟକ୍ଷତାରେ ଶତାଧିକ ପୁରୁଷ ମହିଳା କଳସ
Read More...

ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ
Read More...