Daily Archives

ଟିକ୍ରପଡା ଗାଁରେ ମଦ ବନ୍ଦ ଡାକରା ଦେଲେ ଗାଁ ସ୍ୱୟଂ ସହାୟିକା ମହିଳା

ସାମିଲ ହେଲେ ଶତାଧିକ ସ୍ୱୟଂ ସହାୟିକା ମହିଳା ତୁରେକେଲା, (ପିତାମ୍ବର ଦୀପ): ତୁରେକେଲା ବ୍ଲକ କଂଦେଇ ପଂଚାୟତ ଟିକ୍ରାପଡ଼ା ଗାଁର ଶତାଧିକ ସ୍ୱୟଂ ସହାୟିକା ମହିଳାମାନେ ଗାଁରେ ମଦ ବନ୍ଦ ନାରା ଦେଇ ଏକ ଧାରଣା ଦେବା ସହ ଗାଁରେ ବୁଲି ବୁଲି ସଚେତନତାର ନାରା ଦେଇଥିଲେ । ଗାଁରେ ଦେଶୀ ଓ
Read More...

ଭାରତୀୟ ରେଳ ବୈଦୁତିକ କରଣର ୧୦୦ବର୍ଷ ପୂର୍ତ୍ତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା । ଉକ୍ତ ପଦଯାତ୍ରାରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ୍‌ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରେଳ
Read More...

ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହାବୀର କଲୋନୀ ଯିବା ରାସ୍ତା ବୁଲାଣି ନିକଟରେ ଭାରସାମ୍ୟ ହରାଇ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ୍ ଓଡ଼ି ୩୩ ଡି ୭୨୩୮ ପାଖରେ ଥିବା ଏକ ଦୋକାନ ପାଚେରୀରେ ବାଡେଇ ହୋଇ
Read More...

ଯୁବଗୋଷ୍ଠୀଙ୍କ ମାନସିକ ସ୍ୱାସ୍ଥ୍ୟ ଚଳାଇବ ଭବିଷ୍ୟତର ଅର୍ଥବ୍ୟବସ୍ଥା

ଜୀବନ ଶୈଳୀ, କାର୍ଯ୍ୟସ୍ଥଳ ସଂସ୍କୃତି ଏବଂ ପାରିବାରିକ ପରିସ୍ଥିତିର ଉତ୍ପାଦକତା ନିମନ୍ତେ ମହତ୍ତ୍ୱପୂର୍ଣ୍ଣବେଳେବେଳେ ବ୍ୟାୟମ କରିବା, ସୋସିଆଲ୍ ମିଡିଆରେ ଅଧିକ ସମୟ ବ୍ୟୟ କରିବା କିମ୍ବା ନିଜର ପରିବାରଙ୍କ ସହିତ ଘନିଷ୍ଠ ନହେବା ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକମାନସିକ ସ୍ୱାସ୍ଥ୍ୟ
Read More...

ଶିଳ୍ପ : ବ୍ୟବସାୟିକ ସଂସ୍କାର ଉପରେ ଗୁରୁତ୍ୱ

୨୦୨୫ ଆର୍ଥିକ ବର୍ଷରେ ବିଦ୍ୟୁତ ଓ ନିର୍ମାଣ କ୍ଷେତ୍ରରେ ଉତ୍ତମ ଅଭିବୃଦ୍ଧି ଯୋଗୁଁ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିବ : ଅର୍ଥନୈତିକ ସର୍ଭେ ୨୦୨୪-୨୫ମୋଟର ଯାନ, ଇଲେକ୍ଟ୍ରୋନିକ୍ସ ଏବଂ ଔଷଧ ଭଳି ଉପଭୋକ୍ତା କେନ୍ଦ୍ରୀତ କ୍ଷେତ୍ର ଅଭିବୃଦ୍ଧି ଚାଳକ ଭାବେ ଉଭା ହୋଇଛି ।ଗୃହ
Read More...

ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ମହାନ୍ତି୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଓଗାଁରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗ୍ରାମ ପଞ୍ଚୟତ ସରପଂଚ ନିନା
Read More...

ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍‌ର ୧୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍‌ର ୧୧ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିଳମ୍ବିତ ରାତ୍ରୀ ରଜନୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...

ଆର୍ଥିକ ସର୍ବେକ୍ଷଣ ୨୦୨୪-୨୫ର ସାରାଂଶ

• ଆର୍ଥିକ ବର୍ଷ ୨୦୨୬ରେ ଭାରତର ଜି.ଡି.ପି. ଅଭିବୃଦ୍ଧି ୬.୩%ରୁ ୬.୮% ରହିବା ନେଇ ଆକଳନ• ୨୦୨୫ ଆର୍ଥିକ ବର୍ଷରେ ବାସ୍ତବ ଜି.ଡି.ପି. ଅଭିବୃଦ୍ଧି ୬.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା ଏହାର ଦଶକୀୟ ହାରାହାରୀର ନିକଟତର• ଆର୍ଥିକ ବର୍ଷ ୨୦୨୫ରେ ବାସ୍ତବ ମୋଟ ମୂଲ୍ୟ ସଂଯୋଜନ-
Read More...

ରାଜନେତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କାର ଅମୃତ ଧାରା ପ୍ରକଳ୍ପ ଦେଓଗାଁ, (ମନୀଷ କୁମାର ସାହୁ) : ଠିକ ସ୍ଥାନ ନିରୁପଣ କରି ଅମୃତ ଧାରା ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜନେତାଙ୍କ ଅଧିକାର ଦିଆଯାଇଥିଲା ହେଲେ କିଛି ରାଜନେତା ଏହି ଅଧିକାରକୁ ଜାଣି ନପାରି ବେପାରୁଆ ମନୋଭାବରେ ଠିକାଦାର ସହ
Read More...

ସାହିତ୍ୟ ଏକାଡେମୀରେ ଲିଥୁଆନିଆର ଲେଖକଙ୍କ ଗଳ୍ପ ପାଠ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଲିଥୁଆନିଆ ଗଣରାଜ୍ୟର ଦୂତାବାସ ସହଯୋଗରେ ସାହିତ୍ୟ ଏକାଡେମୀ ଦ୍ୱାରା ଏକ ସ୍ୱତନ୍ତ୍ର ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଥୁଆନିଆର ପ୍ରଖ୍ୟାତ ଲେଖକ, ଦାର୍ଶନିକ ଏବଂ ସମାଲୋଚକ ୟାରୋସ୍ଲାଭାସ୍ ମେଲନିକାସ୍ ତାଙ୍କ ଗଳ୍ପ ସଂଗ୍ରହ 'ଦି
Read More...