Daily Archives

ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବିରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।୧୯୯୩ ମସିହାରୁ ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଏହି
Read More...

ବୁଦେଲଗୁମା ଗାଁର ଶହେ ପରିବାରର ଦାବୀ ପୂରଣ : ୩୦ବର୍ଷ ପରେ ଜାଗା ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୩୦ବର୍ଷ ପରେ ଶତାଧିକ ପରିବାର ପାଇଥିବା ୪ ଡିସମିଲ ଲେଖାଏଁ ଜାଗାକୁ ଦେଓଗାଁ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିହ୍ନଟ କରି ବାସହୀନଙ୍କୁ ଭୂମି ପ୍ରଦାନ କରିଥିବା ଜଣାପଡ଼ିଛି । ଏପରି ଏକ ଖବର ଜଣାପଡ଼ିଛି ଦେଓଗାଁ ତହସିଲ
Read More...

ଅର୍ଥନୈତିକ ସର୍ଭେ 2024-25 ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME)କୁ ନିୟନ୍ତ୍ରଣମୁକ୍ତ କରିବା ପ୍ରକ୍ରିୟାକୁ…

ନିୟମଗୁଡ଼ିକର ବୋଝ ହ୍ରାସ କରି, ସରକାର ବ୍ୟବସାୟକୁ ଅଧିକ ଦକ୍ଷ ହେବାରେ, ଖର୍ଚ୍ଚ ହ୍ରାସ କରିବାରେ ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ: ଅର୍ଥନୈତିକ ସର୍ଭେଅର୍ଥନୈତିକ ସର୍ଭେ 2024-25 ସେମାନଙ୍କର ମୂଲ୍ୟ-କାର୍ଯ୍ୟକ୍ଷମତା ପାଇଁ ନିୟମାବଳୀର ଏକ
Read More...

ସାରା ବିଶ୍ୱରେ ଏକୀକୃତ ଅର୍ଥନୈତିକ ବ୍ୟବସ୍ଥାର ପଶ୍ଚାତ୍ଗତି ଦ୍ୱାରା ଜଗତୀକରଣର ସ୍ଥାନ ନେଉଛି ଭୂ-ଅର୍ଥନୈତିକ ବିଖଣ୍ଡନ:…

୧୬୯ଟି ନୂତନ ବାଣିଜ୍ୟ-ପ୍ରତିବନ୍ଧକ ପଦକ୍ଷେପ ଅଧୀନସ୍ଥ ବାଣିଜ୍ୟର ମୂଲ୍ୟ ଅକ୍ଟୋବର ୨୦୨୪ରେ ୮୮୭.୭ ବିଲିୟନ ଡଲାର, ଯାହା ଅକ୍ଟୋବର ୨୦୨୩ ତୁଳନାରେ ୩୩୭ ବିଲିୟନ ଡଲାର ଅଧିକ।୨୦୨୦ ରୁ ୨୦୨୪ ମଧ୍ୟରେ ବିଶ୍ୱ ସ୍ତରରେ ବାଣିଜ୍ୟ ଏବଂ ନିବେଶ ଉପରେ ୨୪,୦୦୦ ରୁ ଅଧିକ ନୂତନ କଟକଣା ଲାଗୁ
Read More...

ଆର୍ଥିକ ସମୀକ୍ଷା ରିପୋର୍ଟ ୨୦୨୪-୨୫ର ପ୍ରସ୍ତାବନା : ପ୍ରସ୍ତାବନାରେ ଅଣ ବିନିୟମନକୁ ଆର୍ଥିକ ସମୀକ୍ଷାର ପ୍ରସଙ୍ଗ ଭାବରେ…

ଭାରତକୁ ପ୍ରତିସ୍ପର୍ଦ୍ଧୀ ଏବଂ ନବସୃଜନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସକାଶେ ଏବଂ ଅଧିକ ଘରୋଇ ତଥା ବିଦେଶୀ ପୁଂଜି ନିବେଶ ନିମନ୍ତେ ଆକର୍ଷକ କରିବାକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଏଥିପାଇଁ ସୁଯୋଗ ସୃଷ୍ଟି କରିବା ଲାଗି ଚତୁର୍ମୁଖୀ ପ୍ରୟାସ କରିବାର ଆବଶ୍ୟକତା ରହିଛିଭାରତର ଉତ୍ସର୍ଜନ
Read More...

ପ୍ରୟାଗରାଜରେ ହଜି ଯାଇଥିବା ଭାସ୍କର ପାଣି ଘରକୁ ଫେରିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵର ସର୍ବ ବୃହତ ମହାକୁମ୍ଭ ମେଳା ତଥା ସାହି ସ୍ନାନ ପ୍ରୟାଗ ରାଜରେ ଚାଲିଥିବା ବେଳେ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକେଇବାକୁ ପ୍ରୟାଗରାଜ ଯାଉଛନ୍ତି । ୨୯ ତାରିଖ ଦିନ ପ୍ରୟାଗରାଜକୁ ଟିଟିଲାଗଡ଼ର ଅନ୍ୟ ଲୋକଙ୍କ ସହ ଭାଷ୍କର ଚନ୍ଦ୍ର ପାଣି
Read More...

ଜଳବାୟୁ ପରିବର୍ତ୍ତନ ପନ୍ଥା ଆହରଣ, ସହନଶୀଳତା ଆଧାରିତ ଲକ୍ଷ୍ୟ ଧାର୍ଯ୍ୟ ଚାହିଦା ନୀତି ଗ୍ରହଣ ଭଳି ପଦକ୍ଷେପ ତଥା…

୨୦୭୦ ସୁଦ୍ଧା ନେଟ୍ ଜିରୋ: ବ୍ୟାପକ ଗ୍ରୀଡ଼୍ ସଂସାଧନ କ୍ଷେତ୍ରରେ ପୁଂଜି ନିବେଶ ତଥା ଜଟିଳ ଖଣିଜ ପଦାର୍ଥ ଉତ୍ସକୁ ସୁରକ୍ଷିତ ରଖିବା ଦିଗରେ ନିବେଶର ଅନିବାର୍ଯ୍ୟତାଆର୍ଥିକ ସର୍ଭେ ରିପୋର୍ଟରେ ଇସିଏସବି କୋଡ୍ ସମ୍ପ୍ରସାରଣ ପାଇଁ ପରାମର୍ଶ ଦିଆଯାଇଛି ଯେଉଁଥିରେ ନୂତନ ସହରାଞ୍ଚଳ କ୍ଷେତ୍ରରେ
Read More...

ପ୍ରତିକୂଳ ବିଶ୍ବ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ
Read More...

ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଲାଗି ଗ୍ରାମାଞ୍ଚଳରେ ଜୀବନଧାରଣମାନରେ ଉନ୍ନତି ଆଣିବା ଉପରେ ସରକାରଙ୍କ…

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛିଡିଏୱାଇ-ଏନଆରଏଲଏମ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ଗରିବ ପରିବାରକୁ ୯୦.୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଯୋଗ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ୯.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତିମନରେଗା
Read More...

ଆର୍ଥିକ ସର୍ବେକ୍ଷଣ 2024-25ର ମୁଖ୍ୟାଂଶ

● ଆର୍ଥିକ ବର୍ଷ 2025ରେ ଭାରତର ପ୍ରକୃତ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧି ହାର 6.4 ପ୍ରତିଶତ ରହିବା ନେଇ ପୂର୍ବାନୁମାନ● ଆର୍ଥିକ ବର୍ଷ 2026ରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର 6.3 ଏବଂ 6.8 ପ୍ରତିଶତ ମଧ୍ୟରେ ରହିବ● ମଧ୍ୟମ ଧରଣର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ
Read More...