ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସୁଭାଷ ପରବ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ନେତାଜୀଙ୍କ ୧୨୮ତମ ଜୟନ୍ତୀ ଏବଂ ପରିଷଦର ୩୩ତମ ପ୍ରତିଷ୍ଠା ଦିବସ “ସୁଭାଷ ପରବ” ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ନେତାଜୀଙ୍କ ପ୍ରତିମୃର୍ତ୍ତି!-->…
Read More...
Read More...