ଆସନ୍ତା ଜାନୁଆରୀ ମାସର ୫, ୬ ଓ ୭ରେ ସୁଲିଆ ମହୋତ୍ସବ
ବଲାଙ୍ଗିର, (କେପିଏନ୍ଏସ୍) : ଆଦିବାସୀ ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ପର୍ବ ହେଉଛି ସୁଲିଆ ମହୋତ୍ସବ । ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ଗ୍ରାମ ପଞ୍ଚାୟତ କୁମୁରିଆ ଗ୍ରାମରେ ପ୍ରତିବର୍ଷ ବଡ଼ ଧୁମ୍ଧାମ୍ରେ ସୁଲିଆ ଯାତ୍ରା ତଥା ସୁଲିଆ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।!-->…
Read More...
Read More...