sss
Daily Archives

ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ମଣ୍ଡି ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବ୍ଲକର ସମସ୍ତ ମଣ୍ଡି ପରିଦର୍ଶନ କରିବା ସହ ଚାଷୀଙ୍କ ଧାନ ବିକ୍ରି ଉପରେ ସେମାନେ ଚାଷୀଙ୍କୁ ପଚାରି ବୁଝିଥିଲେ । ଏଥିରେ ବ୍ଲକ କୃଷକ ସଂଗଠନ ସଭାପତି ଚକ୍ରଧର ହେର୍ଣ୍ଣା, କାର୍ଯ୍ୟକାରୀ ସଭାପତି
Read More...

ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ

ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନର ନୀରବତା ପରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍
Read More...

ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚାଚେରବେଙ୍ଗ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଖେଳପଡିଆ ଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଚାଚେରବେଙ୍ଗ ଦଳ ଓ ତୁରେକେଲା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତୁରେକେଲାକୁ
Read More...

ଟିଟିଲାଗଡ଼ରେ ଜୁଆଆଡ୍ଡା ଉପରେ ଚଢ଼ାଉ : ୬ କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ କୁମୁଡ଼ିପଦର କୁଶଲେଶ୍ୱରୀ ମନ୍ଦିର ପଛପଟେ କିଛି ଲୋକ ଜୁଆ ଖେଳୁଥିବା ଖବର ପାଇ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ପୋଲିସ ଧରି ସେଠାକୁ ପହଞ୍ଚି ଥିଲେ । ସେମାନେ ହେଲେ ବଳଦେବ ହରପାଲ, ଅଜାମ୍ବିଲ ମାଝୀ, ଅରବିନ୍ଦ ଚନ୍ଦନ,
Read More...

ମଠଖାଇ ମହୋତ୍ସବର ଲୋଗୋ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଆରମ୍ଭ ହେବ ସର୍ବଭାରତୀୟ ବହୁଭାଷୀ ନାଟକ ମଠଖାଇ ମହୋତ୍ସବ । ଏଥିପାଇଁ ଆଜି ସ୍ଥାନୀୟ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହାର ସୂଚନା ଦିଆଯାଇଛି । ମଠଖାଇ ମହୋତ୍ସବ
Read More...

ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ କାର୍ତ୍ତିକଢ଼ି ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଖଣ୍ଡଦେଉଳି ଶହୀଦ ଭଗତ ସିଂ ଡ଼ିଗ୍ରୀ
Read More...

ଅବସର ଗ୍ରହଣ ଦିନ ପେନସନ୍ ଆଦେଶ କାଗଜପତ୍ର ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନ୍ୟୁ-ପୋଲିସ୍ ଲାଇନ୍ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଛାୟାମୟୀ ଆଚାର୍ଯ୍ୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳାବର ଅପରାହ୍ନରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା
Read More...

ଝରଣା ପାଣିକୁ ବିଷାକ୍ତ କରୁଛି ବାଲାଜୀ ସିଡ୍‌ସ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ପ୍ରକୃତିର, ଅବଦାନ ଲୋକ ମାନଙ୍କ ପାଇଁ ସାଜିଛି ଜୀବନ ବିନ୍ଦୁ । ଗନ୍ଧମାର୍ଦ୍ଦନ ପର୍ବତ ଶିଖରରୁ ଅନେକ ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପାଇକମାଲ ମଧ୍ୟ ଭାଗରେ ବହି ଯାଇଥିବା
Read More...

ନୂତନ ବର୍ଷ ପାଳନ ନିମନ୍ତେ ହଜାର ହଜାର ଜୀବଙ୍କ ହତ୍ୟା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୨୦୨୪ବର୍ଷକୁ ବିଦାୟ ଓ ୨୦୨୫ ନୂତନ ବର୍ଷକୁ ସ୍ୱାଗତ ନିମନ୍ତେ ହଜାର ହଜାର ଜୀବ ହତ୍ୟା କରାଯାଉଥିବା ଦେଖିବାକୁ ମିଳିଛି । ୨୦୨୪ ବର୍ଷର ଶେଷ ଦିନ ମଙ୍ଗଳବାର ଓ ୨୦୨୫ ନୂତନ ବର୍ଷଟି ବୁଧବାର ଦିନ ହେଉଥିବାରୁ
Read More...

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ତରଫରୁ ଚାଷୀମାନଙ୍କୁ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ଚାଷୀମାନଙ୍କର ତୈଳ ବୀଜ ଫସଲର ଚାହିଦାକୁ ଆଖି ଆଗରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଣୟନ କରିଛନ୍ତି ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଯୋଜନାରେ ମୁନିଗୁଡା
Read More...