foot
Daily Archives

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) :୨୦୨୪ ବର୍ଷର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ, "ମନ୍ କି ବାତ୍" କାର୍ଯ୍ୟକ୍ରମକୁ ଏଲ୍‌ଇଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୩ ସ୍ଥିତ କାର୍ଯ୍ୟାଳୟରେ ବିଜେପିର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ
Read More...

ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ସ୍ତରୀୟ ହାତୀ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋିଯାଇଛି । ମୁନିଗୁଡ଼ା ବନ୍ୟାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଶୀଙ୍ଗପୂର୍, ମୁନିଗୁଡା, ଗୁଡ଼ାରୀ ରେଞ୍ଜ ଓ ଅନ୍ୟୃ
Read More...

ଟିଟିଲାଗଡ଼ରେ ବିଶାଳ ମେଗା ମାର୍ଟ ଖୋଲିଲା, ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପୁରୁଣା ବ୍ୟାଙ୍କ ଛକ ନିକଟରେ ବିଶାଳ ମେଗା ମାର୍ଟର ଏକ ସୋରୁମ୍ ଖୋଲିଲା । ଏହି ମାର୍ଟକୁ ଉଦ୍‌ଘାଟନ କରିଥିଲେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ । ଉଦ୍‌ଘାଟନ ପରେ ଭିତର ପଟ ବୁଲି ଦେଖିଥିଲେ ବିଧାୟକ ଶ୍ରୀ ଜୈନ । ଏହି ଅବସରରେ ବିଶାଳ ମେଗା ମାର୍ଟର
Read More...

ଓଡ଼ିଆ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭୋର ୩ଟା ସମୟରେ କଟକର ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁଗାଁ
Read More...

ସାହିତ୍ୟ ସୁରଭି ସମ୍ମାନ – ୨୦୨୪ ପାଇଲେ ଡଃ. ରଂଜନ କୁମାର ପାଣିଗ୍ରାହୀ

ବିନିକା, (କେପିଏନ୍‌ଏସ୍‌) : ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ, ବଡ଼ଚଣା, ଯାଜପୁରର ତୃତୀୟ ବାର୍ଷିକ ସାରସ୍ଵତ ସମାରୋହ ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ସହର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅନେକ କବି ଓ
Read More...

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି

ତରଭା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକ । କଶଳାଞ୍ଚଳର କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
Read More...

ଓଲଟିଲା ଟୁରିଷ୍ଟ ବସ୍

ଜୟପୁର : ଓଲଟିଲା ଟୁରିଷ୍ଟ ବସ୍ । ୧୦ ଆହତ । ସୂଚନା ଅନୁଯାୟୀ, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି ।
Read More...

ଜିରୋ ନାଇଟ୍‌ରୁ ବଢିବ ଥଣ୍ଡା

ଭୁବନେଶ୍ୱର : ପାଗରେ ଆସିବ ପରିବର୍ତ୍ତନ । ଜିରୋ ନାଇଟରୁ ବଢ଼ିବ ଥଣ୍ଡା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁଠି ପାଗ ଶୁଖିଲା ରହିବ । ୨ ଦିନ ପରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ
Read More...

ବଡ଼ମାଧପୁର ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମରେ ମା' ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହେଇଯାଇଛି । ଏହା ଆସନ୍ତା ନବବର୍ଷ ଜାନୁଆରୀ ମାସ ପହିଲା ୧ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ଜଣାଯାଇଛି ।
Read More...

ବର୍ଷ ଶେଷ ସମୀକ୍ଷା ୨୦୨୪ : ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ସରକାର ୨୪ ଅକ୍ଟୋବର ୨୦୨୪ରେ ‘ଇ-ଶ୍ରମ’ ଆରମ୍ଭ କରିଥିଲେ । ଏହା ଦ୍‌ଦ୍ୱାରା ଅସଂଗଠିତ କ୍ଷେତ୍ରର
Read More...