sss
Daily Archives

ଚାଷୀ ଆତ୍ମହତ୍ୟା ଘଟଣାରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ଲାଗିଛି ନେତାଙ୍କ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମର ଚାଷୀ ବନମାଳୀ ପେଣ୍ଠେଇଙ୍କ (୬୪) ଆତ୍ମହତ୍ୟା ଘଟଣାରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ନିମନ୍ତେ ମୃତକଙ୍କ ଘରକୁ ଭେଟିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତ୍ତୃବର୍ଗଙ୍କ
Read More...

ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଵରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଝାରବନ୍ଧ ପଶୁ ଚିକିତ୍ସକ‌ ସମୀର
Read More...

ଭେରୁଆମୁଣ୍ଡା କଲ୍ୟାଣ ମଣ୍ଡପ ସଂପୂର୍ଣ୍ଣ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଠାରେ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧିନ ରହିଛି । ଦୀର୍ଘ ଦିନରୁ ନିର୍ମାଣ କରାଯାଉଛି । କିନ୍ତୁ ସଂପୂର୍ଣ୍ଣ ହେଉ ନାହିଁ । ଗ୍ରାମବାସୀ ଅନେକ ଥର
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ପରିଭ୍ରମଣ ଶିକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଠ୍ୟକ୍ରମକୁ ସରସ, ସୁନ୍ଦର ଓ ଛାତ୍ରୀଙ୍କ ମାନସିକ, ବୌଦ୍ଧିକ ଜ୍ଞାନର ବିକାଶ ନିମନ୍ତେ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ କଠିନ ପ୍ରୟାସ କରିଛନ୍ତି । ନବମ, ଦଶମ ଶ୍ରେଣୀର ୭୬ ଜଣ ଛାତ୍ରୀଙ୍କୁ ନେଇ ୨୪ ତାରିଖ
Read More...

ପାରିବାରିକ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ରିପୋର୍ଟ ୨୦୨୩-୨୪ : ମାସିକ ମୁଣ୍ଡପିଛା ଉପଯୋଗ ବ୍ୟୟ ଗ୍ରାମାଞ୍ଚଳରେ ୧୮୮% ଏବଂ…

ଭାରତୀୟ ଉପଭୋକ୍ତାଙ୍କର ଆର୍ଥିକ ସଶକ୍ତିକରଣ ଏବଂ କ୍ରୟ ଶକ୍ତି ମଜବୁତ ହେଉଛିଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବର୍ତ୍ତମାନର ଦରଦାମରେ ଦ୍ରବ୍ୟ ଓ ସେବା ଉପଯୋଗ ବାବଦ ବ୍ୟୟ ତିନିଗୁଣ ବୃଦ୍ଧିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅଧିକ ସମାନତାପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି
Read More...

ଡକାୟତି ମାମଲାରେ ୨ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା, ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ…

ଭୁବନେଶ୍ୱର, (ପିଆଇବି) : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ
Read More...

ସାହାରା କ୍ଳବ ନକ ଆଉଟ୍‌ କ୍ରିକେଟ ପ୍ରତିଯୋଗିତା : ପ୍ରଭାତ କ୍ଳବ ବିଜୟୀ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସାହାରା ନକ୍‌ ଆଉଟ କ୍ରିକେଟ ପ୍ରତିଯିଗିତାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ମାସେ ଧରି ଚାଲି ଥିବା ଏହି ପ୍ରତିଯୋଗିତାରେ ସମୁଦାୟ୧୧ଟି ଦଳ ଭାଗନେଇଥିଲେ । ଫାଇନାଲ୍‌ରେ ସମସ୍ତଙ୍କୁ ପଛରେ ପକାଇ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛିସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ : ପ୍ରଧାନମନ୍ତ୍ରୀଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି
Read More...