Daily Archives

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍

ସମ୍ବଲପୁରକୁ ହରାଇ ସେମିଫାଇନାଲରେ ରାଞ୍ଚି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଗ୍ରୁପ ବି ପର୍ଯ୍ୟାୟରେ ତୃତୀୟ ଲିଗ୍
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଲ ମଣ୍ଡଳର ପୂର୍ବତନ ସଭାପତି ସ୍ୱର୍ଗତ ମାଧବ ସିଂ ଠାକୁର ଓ ସ୍ୱର୍ଗତ ରମେଶ ସାହୁଙ୍କ ୧୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ୨୦୧୦ ମସିହାରେ ଡିସେମ୍ବର ୨୭ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ମଠଖାଇ ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ମଠଖାଇ ମହୋତ୍ସବର ଶୁଭସ୍ତମ୍ଭ ବଲାଙ୍ଗିର କୋଶଳ କଳା ମଣ୍ଡଳ ଠାରେ ସ୍ଥାପନ ହୋଇଯାଇଛି । କାର୍ଯ୍ୟକ୍ରମରେ ମଠଖାଇ ମହୋତ୍ସବର କର୍ଯ୍ୟକର୍ତ୍ତା ମାନଙ୍କ ସହ ସହରର କଳାକାର ମାନେ ତଥା ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ସୂଚନାଯୋଗ୍ୟ ଯେ,
Read More...

ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ରାୟଗଡା ଜିଲ୍ଲା ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା । ଉକ୍ତ
Read More...

ପିଏମ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକର ୨ଟି ବିଦ୍ୟାଳୟରେ ଏକ ଦିବସୀୟ ପିଏମ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା, ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ସରକାରୀ ତୁରେକେକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଲୟ କଣ୍ଟାବାଞ୍ଜିରେ
Read More...

ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ଦ୍ୱିତୀୟ ଦିନରେ ୩ଟି ମ୍ୟାଚ୍‌

ଗଜବାହଲ ଦଳ ସେମିଫାଇନାଲକୁ ପ୍ରବେଶ ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ଚାଲିଥିବା ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌
Read More...

ପୋଖରୀରେ ବୁଡି ବୃଦ୍ଧ ମୃତ

ନୟାଗଡ଼, (କେପିଏନ୍‌ଏସ୍‌) : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କିଆଝର ପଞ୍ଚାୟତ ଅଧିନ କିଆଝର ପାଟଣା ଗ୍ରାମର ଅର୍ଜୁନ ମହାନ୍ତି(୬୫) ବୋଲି ଜଣାପଡ଼ିଛି । ଗୁରୁବାର ସକାଳେ ବାରିପାଖ ପୋଖରୀରେ ସ୍ନାନ କରୁଥିବା ବେଳେ ଗୋଡ ଖସିଯିବାରୁ ସେ ପୋଖରୀରେ ବୁଡି ମୃତ୍ୟୁ ବରଣ
Read More...

୪ସିଂ ଲାଇସେନ୍ସ ବିମାନ ବନ୍ଦର ପ୍ରକ୍ରିୟା ତ୍ୱରାନ୍ୱିତ : ଜୁଏଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନବନ୍ଦରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ୪ ସିଂ ଲାଇସେନ୍ସ ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ହୋଇଆସୁଛି । ତେବେ ଏଥିପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି
Read More...

ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୬ ତାରିଖ ହେଉଛି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଉପଲକ୍ଷେ ଟିଟିଲାଗଡ଼ ବିଜୁ ଜନତା ଦଳର ନେତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନେତୃତ୍ଵରେ ପ୍ରଥମେ ଟିଟିଲାଗଡ଼ ଥାନା ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ
Read More...

ହରଭଙ୍ଗା ବ୍ଲକସ୍ତରୀୟ ଖରିଫ ଧାନ କ୍ରୟର ଶୁଭାରମ୍ଭ କଲେ ବିଧାୟକ

ଚାଷୀଙ୍କୁ ଅସୁବିଧା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ବିଧାୟକ ସରୋଜ ପ୍ରଧାନ ହରଭଙ୍ଗା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ହରଭଙ୍ଗା ବ୍ଲକ ବୀରନରସିଂହପୁର ମାର୍କେଡ଼ ୟାଡର଼୍ ଠାରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ କରକମଳରେ ଧାନ କ୍ରୟର
Read More...